Get Updates
Get notified of breaking news, exclusive insights, and must-see stories!

ସୁଧୁରୁଛି ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା

ବଲିଉଡରୁ ଆସିଛି ଭଲ ଖବର । ଗତକାଲି ଡାକ୍ତଖାନାରେ ଭର୍ତ୍ତି ହୋଇଥିବା ବଲିଉଡର ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି ।

ମୁମ୍ବାଇ: ବଲିଉଡରୁ ଆସିଛି ଭଲ ଖବର । ଗତକାଲି ଡାକ୍ତଖାନାରେ ଭର୍ତ୍ତି ହୋଇଥିବା ବଲିଉଡର ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ତାଙ୍କର ଫୁସଫୁସରେ ପାଣି ଜମିଯାଇଛି । ଡାକ୍ତର ଲଗାତାର ଭାବେ ଦିଲ୍ଲୀପଙ୍କ ଉପରେ ନଜର ରଖିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସୂଚନା ଦେଇଛନ୍ତି ।

Dilip Kumar

ଅଭିନେତା ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି । ରବିବାର ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହିନ୍ଦୁଜା ହସ୍ପିଟାଲର ବରିଷ୍ଠ ଡାକ୍ତର ନିତିନ ଗୋଖଲେ ଏବଂ ଜଲୀତ ପାରକରଙ୍କ ନେତୃତ୍ବରେ ଚାଲିଛି ଚିକିତ୍ସା । ବାଇଲେଟରାଲ ପ୍ଲ୍ୟୁରାଲ ଇଫ୍ୟୁଜନ କାରଣରୁ ଦିଲ୍ଲୀପ କୁମାରଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+