Get Updates
Get notified of breaking news, exclusive insights, and must-see stories!

ଦୁଇ ଦିନ ପରେ ମୁହଁ ଖୋଲିବେ ବାବୁସାନ୍

Babushaan Controversy :ଦୁଇ ଦିନ ପରେ ମୁହଁ ଖୋଲିବେ ବାବୁସାନ୍

ଭୁବନେଶ୍ୱର: ବାବୁସାନ୍-ତୃପ୍ତି-ପ୍ରକୃତି ବିବାଦ । ଚାରି ଦିନ ପରେ ଅଭିନେତା ବାବୁସାନ୍ ନିଜ ଘରକୁ ଫେରିଛନ୍ତି । ଆଜି ସକାଳୁ ଚେନ୍ନାଇରୁ ଭୁବନେଶ୍ୱରରେ ଆସିଛନ୍ତି ଅଭିନେତା । ବିମାନ ବନ୍ଦରରେ ପହଞ୍ଚିବା ପରେ ବାବୁସାନ୍ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇ ନଥିଲେ । ଏବେ ମା' ଅପରାଜିତା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବାବୁସାନଙ୍କ ତରଫରୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଦୁଇଦିନ ପରେ ବାବୁସାନ୍ ନିଜ ମନ କଥା ସମସ୍ତଙ୍କ ସାନ୍ନାରେ କହିବ । ସେ ଘର ବାହାରେ ଭିଡ଼ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏହା ସହ ଘର ବାହାରେ ଏତେ ଭିଡ ଦେଖି ସୁରକ୍ଷା ମାଗିଛନ୍ତି ଅପରାଜିତା ।

BABUSHAN

ଅନ୍ୟପଟେ ବାବୁସାନଙ୍କ ପକ୍ଷରୁ ଅଭିନେତା ରବି ମିଶ୍ର ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବାବୁସାନ୍ ଖୁବ ଶିଘ୍ର ପ୍ରତିକ୍ରିୟା ଦେବ ।ଏହି ସମ୍ପର୍କରେ ସେ ନିଜ ମା'ଙ୍କ ସହ ଆଲୋଚନା ମଧ୍ୟ କରିସାରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଏବେ ନିଜ ଘରେ ଅଛନ୍ତି ବୋଲି କହିଛନ୍ତି ରବି ପ୍ରକାଶ ।

ତେବେ ଆସନ୍ତା କାଲି ବାବୁସାନ୍ ଙ୍କୁ ପଚରାଉଚରା କରାଯାଇପାରେ , ଏହାସହ ତଦନ୍ତକାରୀ ଅଧିକାରୀଙ୍କ ସହ ବାବୁସାନ କଥା ହେବା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ସେ କହିଛନ୍ତି ଯାହା ସୂଚନା ଦେଇଥିଲେ ଅପରାଜିତା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+