ସୁଟିଂ ବେଳେ ଗୁରୁତର ଆହତ ହେଲେ ଅର୍ଜ୍ଜୁନ ରାମପାଲ୍
ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ନେଇ ରହିଛି ଏକ ବଡ଼ ଖବର । ଏକ ଦୁର୍ଘଣାରେ ଅଭିନେତା ଗୁରୁତର ଆହତ ହୋଇଥିବା
ନେଇ ସୂଚନା ରହିଛି ।
ଅଭିନେତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଏପରି ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇପଡିଛନ୍ତି|













Click it and Unblock the Notifications