Aashram 4: ଦୀର୍ଘଦିନ ପରେ ଚଳିତ ବର୍ଷ ରିଲିଜ୍ ହେବ 'ଆଶ୍ରମ ୪', ବାବା ନିରାଲା ସାଜି ପୁଣି ବବି କରିବେ ରାଜ୍
Aashram 4 Release Date : ବଲିଉଡ ଅଭିନେତା ବବି ଦେଓଲ ବର୍ତ୍ତମାନ ଫିଲ୍ମ 'ଆନିମଲ୍' ପରେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ପୁଣି ଅଭିନେତାଙ୍କୁ 'ବାବା'ଭୂମିକାରେ ଦେଖିବାର ମୌକା ପାଇବେ ଦର୍ଶକ । ବବି ଦେଓଲଙ୍କ ଲୋକପ୍ରିୟ ୱେବ୍ ସିରିଜ୍ 'ଆଶ୍ରମର' ପ୍ରଥମ 3'ସିଜିନ୍ ଆସିସାରିଛି ଯାହା ଦର୍ଶକଙ୍କ ମନ ଜିଣିବାରେ ବେଶ୍ ସଫଳ ମଧ୍ୟ ହୋଇଥିଲା । ବର୍ତ୍ତମାନ ଏହି ସିରିଜର ତତୁର୍ଥ ସିଜିନକୁ ଆସିବା ପାଇଁ ଯାଉଛି ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା ମଧ୍ୟ କରିଛନ୍ତି ।
ସୂଚନା ଅନୁଯାୟୀ ଦର୍ଶକଙ୍କୁ ଏଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । କାରଣ ବବି ଦେଓଲର ଏହି ସିରିଜ୍ ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବରରେ ମୁକ୍ତିଲାଭ କରିବ । ସିରିଜ ରିଲିଜ ହେବାର ତାରିଖକୁ ନେଇ ବର୍ତ୍ତମାନ କୌଣସି ସୂଚନା ଜାରି କରାଯାଇ ନାହିଁ । ନିର୍ମାତାମାନେ ମଧ୍ୟ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହାଁନ୍ତି।

2022 ମସିହା ଜୁନ ମାସରେ ବବି ଦେଓଲ୍ 'ଆଶ୍ରମ 4' ର ଟିଜର ପୋଷ୍ଟ ସୟାର କରିଥିଲେ । ଯାହା ପରେ ଆଶା କରାଯାଉଥିଲା ଯେ ଖୁବ୍ ଶୀଘ୍ର ଆୟର ନୂଆ ଅଧ୍ୟାୟ ରିଲିଜ୍ ହେବ ହେଲେ ବର୍ତ୍ତମାନ ଦର୍ଶକଙ୍କୁ ଏଥି ପାଇଁ ଆଉ କିଛି ସମୟ ଅପେକ୍ଷା କରିବା ପାଇଁ ପଡିବ । ହେଲେ ଆନିମଲରେ ବବିଙ୍କ ଲୁକ୍, ତାଙ୍କ ଅଭିନୟ ଦେଖି ଲାଗୁଛି ଆଶ୍ରମରେ ଜରିଆରେ ସେ ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହେବେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆସ୍ରମରେ ପ୍ରଥମ ସିଜିନ୍ 2020ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ଆଶ୍ରମ 2 ମଧ୍ୟ ମୁକ୍ତିଲାଭ କରିଥିଲା ଏବଂ ଶେଷରେ ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୨ରେ ଏହାର ତୃତୀୟ ସିଜିନ୍ ରିଲିଜ୍ ହୋଇଯାଇଥିଲା । ବର୍ତ୍ତମାନ ଦୁଇ ବର୍ଷ ପରେ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ବବି ଦେଓଲଙ୍କ ସିରିଜ୍ ଆଶ୍ରମ 4 ଚଳିତ ବର୍ଷ ଡିସେମ୍ବରରେ MX ପ୍ଲେୟାରରେ ରିଲିଜ୍ ହେବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications