Get Updates
Get notified of breaking news, exclusive insights, and must-see stories!

'Aashiqui3' ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ

'Aashiqui3' ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ ,ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିବେ କାର୍ତ୍ତିକବଡ଼ ବଡ଼ ଫିଲ୍ମ ଏବେ ରହିଛି କାର୍ତ୍ତିକ ହାତରେ । ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମ ଦେଇ ସେ ଇଣ୍ତଷ୍ଟିରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି

ମୁମ୍ବାଇ: ଧିରେ ଧିରେ କାର୍ତ୍ତିକଙ୍କ ସ୍ୱପ୍ନ ପୂରଣ ହେବାରେ ଲାଗିଛି । ବଡ଼ ବଡ଼ ଫିଲ୍ମ ଏବେ ରହିଛି କାର୍ତ୍ତିକ ହାତରେ । ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମ ଦେଇ ସେ ଇଣ୍ତଷ୍ଟିରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି । 'ଭୁଲ ଭୁଲୟା ୨'ର ସଫଳତା ପରେ ଏବେ ସେ 'ସତ୍ୟ ପ୍ରେମ କି କଥା'ର ଶୁଟିଂ ଆରମ୍ଭ କରିଛନ୍ତି । ଏହା ମଧ୍ୟରେ କାର୍ତ୍ତିକଙ୍କୁ ନେଇ ଆଉ ଏକ ଖବର ଏବେ ଶୁଣିବା ପାଇଁ ମିଳୁଛି । କାର୍ତ୍ତିକଙ୍କୁ ଏକ ବଡ଼ ଫିଲ୍ମର ଅଫର୍ ମିଳିଛି । ଅନୁରାଗ ବସୁଙ୍କ ଫିଲ୍ମର ଅଫିର୍ ମିଳିଛି ।

kartik aryan.

ଆଶିକି-୨ର ସଫଳତା ପରେ ଏବେ ଆଶିକି-୩ର ଅପେକ୍ଷାରେ ଦର୍ଶକ । ଏହି ହିଟ୍ ସିକ୍ୱେଲ୍ ନେଇ ଏବେ ଅନେକ ଅପଡେଟ୍ ଶୁଣିବା ପାଇଁ ମିଳୁଛି । ସୂଚାନ ରହିଛି ଯେ କାର୍ତ୍ତିକ ଆର୍ଯ୍ୟନ ଆଶିକି-୩ରେ ନଜର ଆସିପାରନ୍ତି । ତେବେ ରିପୋର୍ଟ ଅନୁସାରେ ଏହି ଫିଲ୍ମ ଜରିଆରେ ପ୍ରଥମ ଥର କାର୍ତ୍ତିକ ଆର୍ଯ୍ୟନ ଅନୁରାଗ ବାସୁଙ୍କ ସହ କମ କରିବା ପାଇଁ ଯାଉଛନ୍ତି । ଯାହାକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି । କାର୍ତ୍ତିକ ନିଜେ ଏଫି ଫିଲ୍ମର ଏକ ଭିଡିଓ ରିଲିଜ୍ କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି । ଏହି ଭିଡିଓ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି,ଅବ ତେରେ ବିନ୍ ଜୀ ଲେଙ୍ଗେ ହମ୍ ,ଜହର ଜିନ୍ଦେଗି କା ପି ଲେଙ୍ଗେ୍ ହମ୍ 'ଆଶିକ୍ ୩ ,ମାଇ ଫାଷ୍ଟ ୱିଥ୍ ବାସୁ '

ହିନ୍ଦୀ ରୋମାଣ୍ଟିକ୍ ସିନେମା ଆଶିକିର ଏହା ପାର୍ଟ-୩ । ଏହି ଫିଲ୍ମରେ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିବେ କାର୍ତ୍ତିକ । ଅନୁରାଗ ବସୁ ଆଶିକି-୩ର ନିର୍ଦ୍ଦେଶନା ଦେବା ପାଇଁ ଯାଉଛନ୍ତି । ଏହି ଫିଲ୍ମର ମ୍ୟୁଜିକ୍ ଦେବେ ପ୍ରୀତମ୍ । ଆସନ୍ତା ବର୍ଷ ଏହାର ସୁଟଂ ଆରମ୍ଭ ହେବା ପାଇଁ ଯାଉଛି ।

kartik aryan a
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+