'ଦଙ୍ଗଲ' ଫିଲ୍ମ ଅଭିନେତ୍ରୀଙ୍କ ଦେହାନ୍ତ

Aamir Khan: ସୁପରହିଟ୍ ଫିଲ୍ମ ଦଙ୍ଗଲର ଅଭିନେତ୍ରୀଙ୍କ ପରଲୋକ । ଏହି ସିନେମାରେ ଆମିର ଖାନଙ୍କ ଭୂମିକାରେ ଅଭିନୟ କରିଥିବା ଚାଇଲ୍ଡ ଆର୍ଟିଷ୍ଟ ସୁହାନୀ ଭଟ୍ଟନାଗରଙ୍କର ୧୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀ AIIMS ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସିନେମା ଜଗତରେ ଶୋକ ଲହରି ଖେଳିଯାଇଛି ।

ସୂଚନା ଅନୁସାରେ, ନିକଟରେ ଅଭିନେତ୍ରୀ ସୁହାନୀ ଭଟ୍ଟନାଗରଙ୍କ ଗୋଡ଼ି ଫ୍ୟାକ୍ଟର ହୋଇଯାଇଥିଲା ଏବଂ ତାଙ୍କରି ଚିକିତ୍ସା ଜାରି ରହିଥିଲା । ତେବେ ଗୋଡରେ ଆଘାତ ଲାଗିବା କରାଣକୁ ସେ ଖାଉଥିବା ଔଷଧରୁ ସାଇଡ୍ ଇଫେକ୍ଟ ହେବା ଆରମ୍ଭ ହୋଇଥିଲା । ଏପରିକି ତାଙ୍କ ଦେହରୁ ଫ୍ଲୁଇଡ୍ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ । ରିପୋର୍ଟ ଅନୁସାରେ ଭିଲ୍ ଚିକିତ୍ସା ପାଇଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଫରିଦାବରେ ତାଙ୍କର ଅନ୍ତିମ ସଂସ୍କାର ହେବା ନେଇ ଖବର ରହିଛି । ଆମୀର ଖାନଙ୍କ ପ୍ରଡକ୍ସନ ହାଉସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛି ।

Suhani Bhatnagar

ଆମିର ଖାନଙ୍କ ଫିଲ୍ମ ଦବଙ୍ଗରୁ ସୁହାନୀ ଭଟ୍ଟନାଗର ନିଜ ସିନେମା କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ବବିତା ଫୋଗଟଙ୍କ ପିଲା ଦିନ ଭୂମିକାରେ ଅଭିନୟ କରିଥିଲେ ତାଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା । । ଦଙ୍ଗଲ ଫିଲ୍ମ ପରେ ସୁହାନୀଙ୍କୁ ଅନେକ ଟିଭି ବିଜ୍ଞାପନରେ ଦେଖିବା ପାଇଁ ମିଳିଥିଲା । ହେଲେ ପରବର୍ତ୍ତି ସମୟରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ନିଜ ପାଠ ପଢାରେ ଅଧିକ ଧ୍ୟାନ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+