ଖୁବ୍ ଶୀଘ୍ର ଆରମ୍ଭ ହେବ 'ବିଗ୍ ବସ୍' ଓଟିଟି ସିଜିନ୍, ଜାଣନ୍ତୁ କେଉଁ ତାରକା ଆସିବେ ନଜର
Bigg Boss OTT 3 Contestants: ଛୋଟ ପରଦାରେ ରିଆଲିଟି ଶୋ' 'ବିଗ୍ ବସ୍'ର କ୍ରେଜ୍ ପ୍ରତ୍ୟେକ ବର୍ଷ ଦେଖିବା ପାଇଁ ମିଳିଥାଏ । ଏହି ଶୋ ଏହାର 17 ତମ ସିଜିନ୍ ସମାପ୍ତ କରି ସାରିଛି । ଏହାରି ମଧ୍ୟରେ ନିର୍ମାତାମାନେ ବିଗ୍ ବସ୍ OTT'ଆରମ୍ଭ ହେବା ନେଇ ସୂଚନା ଜାରି କରିଛନ୍ତି । ୱେଲ୍ ବିଗ୍ ବସ ଓଟିଟି'ର ପ୍ରଥମ ସିଜିନ୍ 2020ରୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ 'ବିଗ୍ ବସ୍ OTT 3' ଖୁବ୍ ଶୀଘ୍ର ଜିଓ ସିନେମାରେ ପ୍ରସାରିତ ହେବ ଏବଂ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଏଥର କେଉଁ ସେଲିବ୍ରିଟି ମାନେ ଏହି ଶୋ'ରେ ଭାଗ ନେବେ ।

ମିଡିଆ ରିପୋର୍ଟ ଅନୁଯାୟୀ, 'ବିଗ୍ ବସ୍ OTT ସିଜନ୍ 3' ମେ 15 ରୁ ଆରମ୍ଭ ହେବ। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ସଲମାନ ଖାନ ଖୁବ ଶୀଘ୍ର ତୃତୀୟ ସିଜିନ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ଏଥର କେଉଁ କେଉଁ ତାରକାଙ୍କୁ ଏହି ଶୋ'ରେ ଦେଖିବାକୁ ମିଳିବ ।
'ବିଗ୍ ବସ୍ OTT 3' ପାଇଁ କୌଣସି କଳାକାରଙ୍କ ନାଁ ଘୋଷଣା କରାଯାଇ ନାହିଁ ହେଲେ କିଛି କିଛି ସେଲିବ୍ରିଟି ଏହି ଶୋ'ରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଦଲଜିତ୍ କୌର, ପ୍ରତୀକ୍ଷା ହନମୁକେ, ସନା ସୈଇଦ, ଶୋଏବ ଇବ୍ରାହିମ ଭଳି ନାମ ସାମିଲ ଅଛି ।
'ବିଗ୍ ବସ୍ 17'ରେ ଲାଇମ୍ ଲାଇଟରେ ଥିବା ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ବିକି ଜୈନ ମଧ୍ୟ ଏହି ସିଜନରେ ନଜର ଆସି ପାରନ୍ତି । ଏମାନଙ୍କ ବ୍ୟତୀତ ଇଶା ମାଲଭିଆଙ୍କୁ ମଧ୍ୟ 'ବିଗ୍ ବସ୍ OTT 3' ରେ ଦେଖିବା ପାଇଁ ମିଳିପାରେ । ସେହିପରି କିଛି ୟୁଟ୍ୟୁବର୍ ଏହି ଶୋ'ରେ ଯୋଗ ଦେଇପାରନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications