ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ମିଳିଲା ଦାଦା ସାହେବ ଫାଲ୍‌କେ

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ, ପ୍ରତିବର୍ଷ ଏହି ପୁରସ୍କାର ସମାରୋହରେ ଭାରତୀୟ ଚଳଚ୍ଚିତ୍ର କଳାକାରମାନଙ୍କୁ ସେମାନଙ୍କର ଅନନ୍ୟ କାର୍ଯ୍ୟ ପାଇଁ ଉତ୍ସାହିତ ଏବଂ ସମ୍ମାନିତ କରାଯାଏ। ଆଜି, ଅର୍ଥାତ୍ ୨୩ ସେପ୍ଟେମ୍ବର ୨୦୨୫ରେ, ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରାଯାଇଛି।

Mohanlal

ଏଥିରେ ଶାହରୁଖ ଖାନ, ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ, ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମୋହନଲାଲଙ୍କୁ ଚଳଚ୍ଚିତ୍ର ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି। ପୁରସ୍କାର ଗ୍ରହଣ କରିବା ସମୟରେ ସମ୍ମାନ ସ୍ୱରୂପ, ହଲରେ ଉପସ୍ଥିତ ସମସ୍ତ ଲୋକ ଠିଆ ହୋଇ ସୁପରଷ୍ଟାର ମୋହନଲାଲଙ୍କୁ ଉତ୍ସାହିତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+