ଆଜି ପ୍ରଦାନ କରାଯିବ ୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ
70th National Award Ceremony: ଆଜି ବିଜ୍ଞାନ ଭବନରେ 70 ତମ ନ୍ୟାସନାଲ ଆୱାର୍ଡ ବିତରଣ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବରେ ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ କାନ୍ତାରା ପାଇଁ ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଉଛି । ଏଥିସହ ମାଲାୟାଲମ୍ ଚଳଚ୍ଚିତ୍ର ଅଟାମକୁ ଶ୍ରେଷ୍ଠ ଫିଚର ଫିଲ୍ମ ପ୍ରଦାନ କରାଯିବ। ସେହିପରି ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ।













Click it and Unblock the Notifications