Filmfare Awards: ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ, ଶ୍ରେଷ୍ଠ ଅଭିନେତା ରାଜକୁମାର ରାଉ, ଦେଖନ୍ତୁ ପୁରା ଲିଷ୍ଟ
Filmfare Awards 2023: ୬୮ତମ ହୁଣ୍ଡାଇ ଫିଲ୍ମଫେୟାର ପୁରସ୍କାର 2023ରେ ଅନେକ ବଡ଼ ବଡ଼ କଳାକାରଙ୍କୁ ସମ୍ମାନିକ କରାଯାଇଥିଲା । ଚଳିତ ବର୍ଷ ଫିଲ୍ମଫେୟାର ଆୱାର୍ଡକୁ ହୋଷ୍ଟ କରିଥିଲେ ସଲମାନ ଖାନ, ଆୟୁଷ୍ମାନ ଖୁରାନା ଏବଂ ମନୀଷ ପଲ ।
Congratulations!
The Filmfare Award for Best Director goes to #SanjayLeelaBhansali for #GangubaiKathiawadi at the 68th #HyundaiFilmfareAwards 2023 with #MaharashtraTourism. pic.twitter.com/cLxHKhUKTd
— Filmfare (@filmfare) April 27, 2023
ଫିଲ୍ମଫେୟାର ଆୱାର୍ଡ ସୋ'ରେ କଳାକାରଙ୍କ ଭିଡ
ଆଲିଆ ଭଟ୍ଟ, ଅନିଲ କପୁର, ରେଖା, ଜାନଭୀ କପୁର, ନୋରା ଫତେହିଙ୍କ ପରି ବଡ ବଡ କଳାକାର ରେଡ କାର୍ପେଟରେ ନିଜ ଜଲୱା ଦେଖାଇଥିଲେ । ଏହା ସହିତ ଅନେକ ଷ୍ଟାର ନିଜ ଡ୍ୟାନ୍ସରେ ଏହି ଉତ୍ସବରେ ଚାରଚାନ୍ଦ ଲଗାଇଥିଲେ । ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଧାରରେ ସେଲିବ୍ରେଟମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଫିଲ୍ମ ଫେୟାର ଆୱାର୍ଡ ୨୦୨୩ରେ ଶ୍ରେଷ୍ଟ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି ରାଜ କୁମାର ରାଓ ।ସେହିପରି ଶ୍ରେଷ୍ଟ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି ଆଲିଆ ଭଟ୍ଟ ଏବଂ ଗାଙ୍ଗୁବାଇ କାଠିଆୱାଡିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ପାଇଁ ସଞ୍ଜୟ ଲୀଲା ଭନସାଲୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ଚାଲନ୍ତୁ ସମ୍ପୂର୍ଣ୍ଣ ତାଲିକା ଉପରେ ନଜର ପକାଇବା ।
Congratulations!
The Filmfare Award for Best Actor in a Leading Role (Male) goes to #RajkummarRao for #BadhaaiDo at the 68th #HyundaiFilmfareAwards 2023 with #MaharashtraTourism. pic.twitter.com/Q1e0VNWzZF
— Filmfare (@filmfare) April 27, 2023
ଫିଲ୍ମ ଫେୟାର ଆୱାର୍ଡ ୨୦୨୩
- ଶ୍ରେଷ୍ଠ ଅଭିନେତା - ରାଜକୁମାର ରାଓ
- ଶ୍ରେଷ୍ଠ ଅଭିନେତ୍ରୀ -ଆଲିଆ ଭଟ୍ଟ
- ଶ୍ରେଷ୍ଠ ଅଭିନେତା ସମାଲୋଚକ ମହିଳା - ଭୁମି ପେଡନେକର, ତବୁ
- ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ - ହର୍ଷବର୍ଦ୍ଧନ କୁଲକର୍ଣ୍ଣି
- ଶ୍ରେଷ୍ଠ ଅଭିନେତା ସମାଲୋଚକ - ସଞ୍ଜୟ ମିଶ୍ର
- ସର୍ବୋତ୍ତମ ସଂଳାପ - ପ୍ରକାଶ କପାଡିଆ ଏବଂ ଉତ୍କର୍ଷିନୀ ବୈଷ୍ଣବ, ଗଙ୍ଗୁବାଇ କାଠିଆୱାଡି
- ଶ୍ରେଷ୍ଠ ଚିତ୍ରନାଟ୍ୟ - ଅକ୍ଷତ ଗିଲ୍ଡିଆଲ୍, ସୁମନ ଅଦିକାରୀ ଏବଂ ହର୍ଷବର୍ଦ୍ଧନ କୁଲକର୍ଣ୍ଣି, ବଧାଇ ହୋ ।
- ସର୍ବୋତ୍ତମ କାହାଣୀ- ଅକ୍ଷତ ଘିଲ୍ଡିଆଲ୍ ଏବଂ ସୁମନ ଅଦିକାରୀ, ବଧାଇ ହୋ
- ସର୍ବୋତ୍ତମ ଡେବ୍ୟୁ, ପୁରୁଷ - ଅଙ୍କୁଷ ଗେଦମ୍
- ଶ୍ରେଷ୍ଠ ଡେବ୍ୟୁ, ମହିଳା - ଏଣ୍ତ୍ରେୟା କେଭିଚୁସା
- ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ - ଜସପାଲ ସିଂ ସାନ୍ଧୁ ଏବଂ ରାଜୀବ ବାରନୱାଲ
- ଶ୍ରେଷ୍ଠ ଲିରିକ୍ସ - ଅମିତାଭ ଭଟ୍ଟାଚାର୍ଯ୍ୟ
- ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ, ପୁରୁଷ - ଅରିଜିତ ସିଂ, ବ୍ରହ୍ମାସ୍ତ୍ର ଗୀତ କେସରିଆ ।
- ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ, ମହିଳା - କବିତା ସେଠ୍ ।
- ଶ୍ରେଷ୍ଠ କୋରିଓଗ୍ରାଫି - କ୍ରିତି ମହେଶ
- ଶ୍ରେଷ୍ଠ କୋରିଓଗ୍ରାଫି - ସୁଦୀପ ଚାଟାର୍ଜୀ
- ବେଷ୍ଟ ଆକ୍ସନ - ପରଭେଜ୍ ଶେଖ, ବିକ୍ରମ ବେଧା
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications