For Quick Alerts
Turn On Notification  
For Daily Alerts
Oneindia App Download

ଟ୍ରେନରେ ହୋଇଗଲା ଏକ ତରଫ ପ୍ରେମ : ବନ୍ଧା ହେଲେ ଠିକାଦାର୍

ଟ୍ରେନରେ ନାବାଳିକାକୁ ଅଶ୍ଲୀଳ ବ୍ୟବହାର ନେଇ ରାଉରକେଲା ରେଳବାୟୀ ଥାନା ପୁଲିସ ଜଣେ ଠିକାଦାରଙ୍କୁ ଗିରଫ କରିଛି ।

|

ରାଉରକେଲା : ପରିବାର ସହ ଟ୍ରେନରେ ଘରକୁ ଫେରୁଥିଲେ ନାବାଳିକା । ହେଲେ ସେହି ଟ୍ରନର ବଗିରେ ଥିବା ଜଣେ ଠିକାଦାରଙ୍କୁ ହୋଇଗଲା ଏକତରଫା ପ୍ରେମ । ଟ୍ରେନ ଭିତରେ ହିଁ ନାବାଳିକା ଜଣଙ୍କୁ ପ୍ରେମ ନିବେଦନ କଲେ । ହେଲେ ସେତିକିରେ ଅଟକିନଥିଲେ ଠିକାଦାର୍ । ବରଂ ନାବାଳିକା ଜଣଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କଲେ । ଠିକାଦାରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ରେଳବାଇ ଥାନାରେ ଅଭିଯୋଗ କେଲ ନାବାଳିକା । ଘଟଣାଟି ଘଟିଛି ରାଉରକେଲା ଠାରେ ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଏକ ବିବାହ ଉତ୍ସବରେ ଯୋଗଦେଇ ନାବାଳିକା ଜଣଙ୍କ ପରିବାର ସହ ଏଲଟିଟି-ହାଉଡା଼ ଟ୍ରେନରେ ଫେରୁଥିଲେ ।

ଟ୍ରେନ

ସେହି ଟ୍ରେନରେ ଥିବା ଠିକାଦାର୍ ଜଣଙ୍କ ତାଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଲୀଳ ବ୍ୟବହାର କଲେ । ଏହାକୁ ନାବାଳିକା ଜଣଙ୍କ ରାଉରକେଲା ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସଂପୃକ୍ତ ଠିକାଦାରକୁ ଗିରଫ କରିଛି । ଗିରଫ ହୋଇଥିବା ଠିକାଦାର୍ ଜଣଙ୍କ ମୁର୍ସିଦାବାଦର ସମ୍ରାଟ୍ ଶେଖ ବୋଲି ପୁଲିସ କହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Man Arrested For Misbehaved Minor Girl in Train Rourkela
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X