ଖୁସି ଖବର ;କମିଲା ସୁନା ଦାମ୍
ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦାମ୍ । ୨୦ ଅଗଷ୍ଟ ଅର୍ଥାତ୍ ବୁଧବାର ସୁନା ଦର ହ୍ରାସ ପାଇଛି । ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୧୫୦ ଟଙ୍କା ରହିଛି । ଗତକାଲି ୧,୦୦,୭୫୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୧,୮୦୦ ଟଙ୍କା ରହିଛି । ଗତକାଲି ୯୨,୩୫୦ ଟଙ୍କା ଥିଲା। ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।













Click it and Unblock the Notifications