Get Updates
Get notified of breaking news, exclusive insights, and must-see stories!

୨ ମାସ ମଧ୍ୟରେ ଆରମ୍ଭ ହେବ Starlinkର ଇଣ୍ଟରନେଟ୍ ସେବା, ଅନଲିମିଟେଡ ଡାଟା ପ୍ଲାନର ମୂଲ୍ୟ ୩ ହଜାର ଟଙ୍କା!

ଏଲନ ମସ୍କଙ୍କ କମ୍ପାନି ସ୍ପେଶ ଏକ୍ସ ନିଜର ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଭାରତରେ ଶୀଘ୍ର ଆରମ୍ଭ କରିବ । ଭାରତରେ ସେବା ଆରମ୍ଭ କରିବା ନେଇ ଗତ ସପ୍ତାହରେ ଟେଲିକମ ବିଭାଗ ପକ୍ଷରୁ କମ୍ପାନିକୁ ଲାଇସେନ୍ସ ମିଳିଥିଲା । ଖୁବ୍‌ଶୀଘ୍ର ଟ୍ରାଏଲ କରାଯିବ।

Starlink

ଆଗାମୀ ୨ ମାସରେ କମ୍ପାନି ଭାରତରେ ନିଜର ସେବା ଆରମ୍ଭ କରିପାରେ ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଭାରତୀୟ ବଜାର ଲାଗି କମ୍ପାନି ନିଜର ମୂଲ୍ୟ ଢାଞ୍ଚା ପ୍ରସ୍ତୁତ କରିସାରିଛି । ଏହି ସେବା ଲାଗି କମ୍ପାନିର ସାଟେଲାଇଟ ଡିସ୍‌ ଡିଭାଇସ ମୂଲ୍ୟ ୩୩ ହଜାର ଟଙ୍କା ରହିବ । ଏହା ବାଦ କମ୍ପାନି ମାସିକ ଅନଲିମିଟେଡ ଡାଟା ପ୍ଲାନର ମୂଲ୍ୟ ୩ ହଜାର ଟଙ୍କା ରଖିବ । ଗୋଟିଏ ମାସର ଫ୍ରି' ଟ୍ରାଏଲ ମଧ୍ୟ ଦେବାକୁ କମ୍ପାନି ଯୋଜନା କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+