Get Updates
Get notified of breaking news, exclusive insights, and must-see stories!

ଆଜିଠୁ ୩ ଦିନିଆ MPC ବୈଠକ, କମିପାରେ ରେପୋ ରେଟ

ଏବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି । ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ କମାଇପାରେ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି । ଆଜିଠୁ ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ । ଭାରତର ରପ୍ତାନି ଉପରେ ଆମେରିକା ୫୦% ଟାରିଫ ଲଗାଇଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ୩ ଦିନିଆ ବୈଠକରେ ମାନସ ମନ୍ଥନ କରିବ କେନ୍ଦ୍ରୀୟ ବ୍ୟାଙ୍କ ।

RBI

ଅକ୍ଟୋବର ୧ରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ନିଷ୍ପତ୍ତି ଘୋଷଣା କରିବ । ଦରଦାମ କମିବା ଯୋଗୁ ଆର୍‌ବିଆଇ ୩ଟି ପର୍ଯ୍ୟାୟରେ ଏହାର ରେପୋ ହାରରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି । ତେବେ ଆମେରିକା ଟାରିଫ ଲାଗୁ କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅକ୍ଟୋବର ମୁଦ୍ରା ନୀତି ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖିଥିଲା । ବଜାରର ବିଭିନ୍ନ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି କେନ୍ଦ୍ରିୟ ବ୍ୟାଙ୍କ । ଏଭଳି ସ୍ଥିତିରେ ରେପୋ ୨୫ ବେସିସ୍‌ ପଏଣ୍ଟ କମାଇପାରେ ବୋଲି କହିଛି ଏସ୍‌ବିଆଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+