Odisha Budget 2021-22: କେନ୍ଦ୍ର ପରେ ରାଜ୍ୟ, ଫେବ୍ରୁୟାରୀ 18ରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ

ଆସନ୍ତା ଫେବ୍ରୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ 2021-22 ଅଧିବେଶନ । ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ ।

ଭୁବନେଶ୍ଵର: ଆଜି ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ ଉପସ୍ଥାପତି ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ 2021-22 ଅଧିବେଶନ । ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ୨୨ ତାରିଖରେ ଗୃହରେ ଉପସ୍ଥାପନା 2021-22ର ଆର୍ଥିକ ବର୍ଷର ରାଜ୍ୟ ବଜେଟ ।

Odisha Budget 2021-22

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ 18ରୁ 27 ମଧ୍ୟରେ ଅଧିବେଶନ ହେବାକୁ ଥିବା ବେଳେ ମାର୍ଚ୍ଚ 12ରୁ ଏପ୍ରିଲ 9 ଯାଏଁ ଦ୍ଵିତୀୟ ପର୍ଯ୍ୟାୟରେ ଅଧିବେଶନ ହେବ। ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ମାର୍ଚ୍ଚ ୩୧ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।

ସୂଚନାଯୋଗ୍ୟ ଯେ, ଆଜି କେନ୍ଦ୍ର ବଜେଟ 2021-22 ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ପେପେର ଲେସ ବଜେଟ ଉପସ୍ଥାପିତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+