Get Updates
Get notified of breaking news, exclusive insights, and must-see stories!

ଏବେ ପୋଷ୍ଟ ଅଫିସରେ ମାଧ୍ୟମରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍

ଭୁବନେଶ୍ୱର: RBI ନେଲା ବଡ଼ ନିଷ୍ପତ୍ତି । ଏଣିକି ଆଉ ଲମ୍ବା ଲାଇନରେ ଛିଡା ନ ହୋଇ ପୋଷ୍ଟ ଅଫିସ ଜରିଆରେ ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳକୁ ପାଠାଇପାରିବେ ଲୋକେ । ସେହିପରି ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି ।

ତେବେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟରେ ଲାଗୁଥିବା ଲୋକଙ୍କ ଭିଡ ଦେଖି ଆରବିଆଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ନିରବଚ୍ଛିନ୍ନ ଏବଂ ସୁରକ୍ଷିତ କ୍ରେଡିଟ୍ ପାଇଁ ଆରବିଆଇ ବୀମାକୃତ ପୋଷ୍ଟ ସେବାର ଉପଯୋଗ କରିବାକୁ ପ୍ରୟାସ କରିଛି ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ପି ଦାସ ।

post office

ତେବେ ବୀମାକୃତ ଏବଂ ଟିଏଲଆର ସୁରକ୍ଷିତ । କେବଳ ଦିଲ୍ଲୀ ଆରବିଆଇ ଅଫିସକୁ ପାଖାପାଖି ୭୦୦ ଟିଏଲଆର ଫର୍ମ ମିଳିସାରିଛି ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି । ଯେଉଁମାନେ ଆଞ୍ଚଳଇକ କାର୍ଯ୍ୟାଳକୁ ଯାଇପାରୁ ନାହାଁନ୍ତି ସେମାନେ ଏହି ଉପାୟ ଆପଣାଇ ପାରିବେ । ଗତ ମେ'୧୯ ତାରିଖରେ ଆରବିଆଇ ୨ ହାଜାର ଟଙ୍କିଆ ନୋଟ୍ ପ୍ରଚଳନକି ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+