Get Updates
Get notified of breaking news, exclusive insights, and must-see stories!

ଦେଶର ଅର୍ଥବ୍ୟବସ୍ଥା ନେଇ ଖୁସି ଖବର, ରେକର୍ଡ GST ସଂଗ୍ରହ, ଗତ ଆର୍ଥିକ ବର୍ଷରେ ୨୨ ଲକ୍ଷ ୮୦ ହଜାର କୋଟି ଟଙ୍କା....

ଗତ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବାକର ୨୨ ଲକ୍ଷ ୮୦ ହଜାର କୋଟି ଟଙ୍କାରେ ପହଞ୍ôଚଛି । ଗତ ୫ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଦୁଇଗଣ ବୃଦ୍ଧି ଘଟିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ୍‍ ଜି.ଏସ୍‍.ଟି. ସଂଗ୍ରହ ୧୧ ଲକ୍ଷ ୩୭ ହଜାର କୋଟି ଟଙ୍କା ରହିଥିଲା । ଜି.ଏସ୍‍.ଟି. କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ହାରାହାରି ମାସିକ ସଂଗ୍ରହ ୧ ଲକ୍ଷ ୮୪ ହଜାର କୋଟି ଟଙ୍କା ରହିଥିଲା ।

gst

ଦେଶରେ ସାମଗ୍ରୀ ଓ ସେବାକର ପ୍ରଚଳନ ଆସନ୍ତାକାଲି ୮ ବର୍ଷ ପୂରଣ କରିବ । ୨୦୧୭ରେ ଅର୍ଥନୈତିକ ଏକୀକରଣ ଲକ୍ଷ୍ୟ ନେଇ ଦେଶରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହାଦ୍ୱାରା ବ୍ୟବସାୟ ଖର୍ଚ୍ଚ ହ୍ରାସ ପାଇବା ସହ ରାଜ୍ୟଗୁଡ଼ିକ ମଧ୍ୟରେ ମୁକ୍ତ ସାମଗ୍ରୀ ପରିବହନକୁ ପ୍ରୋତ୍ସାହନ ମିଳିଥିଲା । ରାଜସ୍ୱ ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଏବଂ ଏକକୋଟି ୫୦ ଲକ୍ଷରୁ ଅଧିକ ସକ୍ରିୟ କରଦାତା ଜି.ଏସ୍‍.ଟି.ର ସଫଳତାକୁ ପ୍ରତିଫଳନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+