ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ, ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ
ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ । ଆଗାମୀ ଆର୍ଥିକ ବର୍ଷରେ ରେକର୍ଡ ଛୁଇଁବ ଭାରତର ଅଭିବୃଦ୍ଧି ହାର । ବିଶ୍ବରେ ଭାରତର ଅର୍ଥ ବ୍ୟବସ୍ଥା ଊର୍ଦ୍ଧ୍ବରେ ରହିଛି ।

ଆନୁମାନ କରାଯାଉଛି ଆସନ୍ତା ୨୦୨୬ରେ ପୁରା ବିଶ୍ବର ଜିଡିପି ହାରାହାରି ୩.୧ ପ୍ରତିଶତ ବୃଦ୍ଧି ପାଇବା ସମ୍ଭାବନା ଥିବା ବେଳେ ଭାରତର ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ କରାଯାଇଛି । ବିଶ୍ବର ବଡ଼ ବଡ଼ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଆଗରେ ରହିବ । ଅନ୍ୟପକ୍ଷରେ ବିଶ୍ବର ଜିଡିପି ହାରାହାରି ୩.୧ ପ୍ରତିଶତକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି ।












Click it and Unblock the Notifications