ବନ୍ଦ ହୋଇଯିବ Google Assistant

ଏହି ବର୍ଷ ଶେଷ ସୁଦ୍ଧା ଗୁଗୁଲ୍ ଆସିଷ୍ଟାଣ୍ଟ ବନ୍ଦ ହୋଇଯିବ । କମ୍ପାନୀ କହିଛି ଯେ, ୨୦୧୬ରେ ଲଞ୍ଚ ହୋଇଥିବା ଗୁଗୁଲ୍ ଆସିଷ୍ଟାଣ୍ଟର ଯାତ୍ରା ଶେଷ ହେବ ଏବଂ ବର୍ଷର ଶେଷ ସୁଦ୍ଧା ଅଧିକାଂଶ ମୋବାଇଲ୍ ଡିଭାଇସ୍ ଜେମିନିକୁ ଅପଗ୍ରେଡ୍ ହେବ । ଗୁଗୁଲ କହୁଛି ଯେ ଏହା ଏକ ଦକ୍ଷ ସହାୟକ, କିନ୍ତୁ ବର୍ତ୍ତମାନ ବ୍ୟବହାରକାରୀମାନେ ଅଧିକ ବ୍ୟକ୍ତିଗତ ସହାୟକ ଚାହୁଁଛନ୍ତି ଏବଂ ଜେମିନି ସେହି ଆବଶ୍ୟକତାକୁ ପୂରଣ କରୁଛି। କମ୍ପାନୀ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ଗୁଗଲ ଆସିଷ୍ଟାଣ୍ଟ ଅଫିସିଆଲ ଭାବେ ଅବସର ନେବାକୁ ଯାଉଛି। ଏବଂ ତା'ପରେ ଜେମିନି ହିଁ ଏକମାତ୍ର ବିକଳ୍ପ ରହିବ।

Google to replace Assistant with Gemini on mobile devices

ଜେମିନି ଏକ AI ସହାୟକ ଏବଂ ଏହାକୁ ଉନ୍ନତ ଭାଷା ବୁଝାମଣା ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଡିଜାଇନ କରାଯାଇଛି। ଗୁଗୁଲ କହିଛି ଯେ ଲକ୍ଷ ଲକ୍ଷ ଲୋକ ଗୁଗୁଲ ଆସିଷ୍ଟାଣ୍ଟରୁ ଜେମିନିକୁ ସ୍ବିଚ କରିଛନ୍ତି ଏବଂ ଏହାକୁ ବହୁତ ସହାୟକ ବୋଲି ମନେ କରୁଛନ୍ତି। ବର୍ତ୍ତମାନ ଅଧିକ ମୋବାଇଲ ବ୍ୟବହାରକାରୀ ଗୁଗୁଲ ଆସିଷ୍ଟାଣ୍ଟରୁ ଜେମିନିକୁ ସ୍ଥାନାନ୍ତରିତ ହେବେ। ଏବଂ ବର୍ଷ ଶେଷ ସୁଦ୍ଧା, ଅଧିକାଂଶ ମୋବାଇଲ ଡିଭାଇସ ପାଇଁ ଗୁଗୁଲ ଆସିଷ୍ଟାଣ୍ଟ ଉପଲବ୍ଧ ହେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+