ହୁ ହୁ ହୋଇ ବଢି ଚାଲିଛି ସୁନା ଦର, ଭାଙ୍ଗିବ କି ସବୁ ରେକର୍ଡ
ପୁଣି ବଢିଲା ସୁନା ଓ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ସେପ୍ଟେମ୍ବର ୩ ଅର୍ଥାତ୍ ବୁଧବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୬,୯୭୦ ଟଙ୍କା ରହିଛି । ଗତକାଲି ୧,୦୬,୦୯୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୦୫୦ ଟଙ୍କା ରହିଛି । ଗତକାଲି ୯୭,୨୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ବୃଦ୍ଧି ହୋଇଛି ।













Click it and Unblock the Notifications