ବଜାରରେ ଶସ୍ତା ହେଲା ସୁନା ! ଜାଣିଲେ, ଆପଣଙ୍କୁ ଖୁସି କରିଦେବ ଦର
Gold Rate: ସୁନା କିଣିବାକୁ ମନ ବଳାଉଛନ୍ତି କି ? ଶସ୍ତା ହେଲା ସୁନା ଦର, ଜଲଦି କିଣନ୍ତୁ ସୁନା । ଆଜି ଆପଣ ବହୁତ ସଞ୍ଚୟ କରିପାରିବେ କାରଣ ଏହାର ମୂଲ୍ୟ ୬୦,୦୦୦ ଟଙ୍କା ତଳକୁ ଖସି ଆସିଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ରହିଛି । ସେହପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ହୋଇଛି।
ସେପଟେ ଆଜି ରୂପାରେ ୧୦୦ ରୁ ଅଧିକ ମୂଲ୍ୟ ହ୍ରାସ ଦେଖିବାକୁ ମିଳୁଛି। ରୂପା ୧୦, ୦୦୦ରୁ ଅଧିକ ଦୁର୍ବଳତା ସହିତ ୦.୧୫ ପ୍ରତିଶତ ହ୍ରାସ ଘଟୁଛି । ଆଜି ରୂପା କିଲୋଗ୍ରାମ ପିଛା ୭୦୨୮୩ ଟଙ୍କା ମୂଲ୍ୟରେ କାରବାର କରୁଛି । ରୂପାର ସର୍ବଶେଷ ବାଣିଜ୍ୟରେ ୭୦୧୮୦ ଟଙ୍କା ପର୍ୟ୍ୟନ୍ତ ନିମ୍ନ ସ୍ତର ଦେଖା ଯାଇଥିଲା ଏବଂ ଉପରେ ୭୦୪୧୯ ଟଙ୍କା ସ୍ତର ଦେଖା ଯାଇଥିଲା । ଆଜି ତୁଳନାରେ ସୁନା ଧାତୁ ସୁନା ପ୍ରାୟ ୩୦୩୦ ଟଙ୍କା ଶସ୍ତା ହୋଇଯାଉଛି ଏବଂ ଯଦି ଆପଣ ୧୦ ଗ୍ରାମ ସୁନା ନିଅନ୍ତି ତେବେ ଆପଣ ସେହି ଟଙ୍କାକୁ ସଞ୍ଚୟ କରିପାରିବେ ।












Click it and Unblock the Notifications