Get Updates
Get notified of breaking news, exclusive insights, and must-see stories!

ଭାରତରେ ଏଣ୍ଟ୍ରି ପାଇଁ ଟେସଲାର ସଜବାଜ ! ମସ୍କ-ମୋଦୀ ଭେଟ ପରେ ଭାରତରେ ନିଯୁକ୍ତି ଆରମ୍ଭ କଲା ଟେସ୍‌ଲା,

ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସ୍‌ଲା ଭାରତର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଆମେରିକାର ଟାରିଫ ମାଡ଼ ପରେ ଭାରତ ଏବେ ୩୦ରୁ ଅଧିକ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ ଚିନ୍ତା କରୁଛି। ଯେଉଁଥିରେ ଆମେରିକୀୟ ଅଟୋମୋବାଇଲ୍ ସେକ୍ଟର ରହିଛି। ଶୁଳ୍କ ଛାଡ଼ କରିବା ସମ୍ଭାବନା ଥିବା ବେଳେ ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ଇଙ୍କ୍ ଭାରତରେ ଏଣ୍ଟ୍ରି ମାରିବାକୁ ଉଦ୍ୟମ ଆରମ୍ଭ କଲାଣି। ଏଥିପାଇଁ କମ୍ପାନୀ ଭାରତରେ କିଛି କର୍ମଚାରୀ ନିଯୁକ୍ତି ଦେଇଛି। ଯାହା ସୂଚାଇ ଦେଉଛି ଯେ ଟେସଲା ଖୁବ୍ ଶୀଘ୍ର ଭାରତରେ ପ୍ରବେଶ କରିପାରେ।

modi and musk

କେଉଁ କେଉଁ ପଦବୀ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି?
ସର୍ଭିସ୍‌ ଆଡ୍‌ଭାଇଜର, 'ପାର୍ଟ୍ସ' କନ୍‌ସଲ୍‌ଟାଣ୍ଟ, ସର୍ଭିସ ଟେକ୍ନିସିଆନ୍‌ୟ, ସର୍ଭିସ ମ୍ୟାନେଜର,ସେଲ୍ସ ଆଣ୍ଡ୍‌ କଷ୍ଟମର ସପୋର୍ଟ, ଷ୍ଟୋର ମ୍ୟାନେଜର, ବିଜ୍‌ନେସ୍‌ ଅପରେସନ୍ସ ଆନାଲିଷ୍ଟ, କଷ୍ଟମର ସପୋର୍ଟ ସୁପରଭାଇଜର, କଷ୍ଟମର ସପୋର୍ଟ ସ୍ପେଶାଲିଷ୍ଟ , ଡେଲିଭରୀ ଅପରେସନ୍ସ ସ୍ପେଶାଲିଷ୍ଟ, ଅର୍ଡର ହ୍ୟାଣ୍ଡ୍‌ଲିଂ ସ୍ପେଶାଲିଷ୍ଟ, ଇନ୍‌ସାଇଡ୍‌ ସେଲ୍ସ କନସଲଟାଣ୍ଟ, କଷ୍ଟମର ଏନ୍‌ଗେଜମେଣ୍ଟ ମ୍ୟାନେଜର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+