ଏଲୋନ ମସ୍କ ରଚିଲେ ଇତିହାସ, 500 ବିଲିୟନ ଡଲାରର ସମ୍ପତ୍ତିର ହେଲେ ପ୍ରଥମ ବ୍ୟକ୍ତି
ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଏବେ ପୁଣିଥରେ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ସମ୍ପତ୍ତି ୫୦୦ ଡଲାର ବିନିୟନ ପାର କରିଛି। ପୂର୍ବରୁ ଏଲମ ମସ୍କ ପ୍ରଥମ ବ୍ୟକ୍ତି ଥିଲେ ଯିଏ ୩୦୦ ଡଲାର ବିଲିୟନ ଏବଂ ପରେ ୪୦୦ ଡଲାର ବିଲିୟନ ସମ୍ପତ୍ତି ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ କେବଳ ଦୁଇଜଣ ବ୍ୟକ୍ତି ୩୦୦ ଡଲାର ବିଲିୟନ ଅତିକ୍ରମ କରିଛନ୍ତି।













Click it and Unblock the Notifications