ପଶ୍ଚିମ ଏସିଆରେ ସଂକଟ ସତ୍ତ୍ୱେ ବିଦେଶୀ ନିବେଶକଙ୍କ ଅଂଶଧନ କ୍ରୟ ପରିମାଣ ୨୧ ହଜାର କୋଟି ଟଙ୍କାକୁ ବୃଦ୍ଧ
ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ମଧ୍ୟରେ ଗତ ଚାରିଟି ବାଣିଜ୍ୟ ଅଧିବେଶନରେ ବିଦେଶୀ ନିବେଶକମାନେ ୨୧ ହଜାର କୋଟି ଟଙ୍କାର ଭାରତୀୟ ଅଂଶଧନ କ୍ରୟ କରିଛନ୍ତି।

ସୂଚନା ଅନୁଯାୟୀ, ଭାରତୀୟ ଋଣ ବଜାରରେ ବିଦେଶୀ ନିବେଶକମାନେ ୮୫୫ କୋଟି ଟଙ୍କା ପୁଞ୍ଜି ନିବେଶ କରିଛନ୍ତି। ଚଳିତ ମାର୍ଚ୍ଚ ମାସରେ ଏପର୍ଯ୍ୟନ୍ତ ଭାରତୀୟ ପୁଞ୍ଜି ବଜାର ନିଟ୍ ବିନିଯୋଗ ୨୦ ହଜାର ୮୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି।












Click it and Unblock the Notifications