Get Updates
Get notified of breaking news, exclusive insights, and must-see stories!

ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁ ସମ୍ପତ୍ତି ଦାନ କରିବେ ବିଲ୍ ଗେଟ୍‌ସ

ଗେଟ୍‌ସ ଫାଉଣ୍ଡେସନ ଜରିଆରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ତାଙ୍କର ସମସ୍ତ ସମ୍ପତ୍ତିକୁ ଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ଆସନ୍ତା ୨୦ ବର୍ଷ ମଧ୍ୟରେ ସେ ନିଜର ପ୍ରାୟ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ଦାନ କରିବାକୁ ଶପଥ ନେଇଛନ୍ତି ।

ସେ କହିଛନ୍ତି ଯେ, ଏହା ମାଧ୍ୟମରେ ବିଶ୍ୱର ଗରିବମାନେ ଗେଟ୍‌ସ ଫାଉଣ୍ଡେସନ ଜରିଆରେ ୨୦୦୦୦ କୋଟି ଡଲାର ପାଇପାରିବେ । ବିଶ୍ୱର ଅନେକ ସମସ୍ୟାର ସମାଧାନ ହୋଇଯିବ । ୨୦୦୦ ମସିହାରେ ବିଲ୍‌ ଗେଟ୍‌ସ ଏବଂ ତାଙ୍କ ପୂର୍ବତନ ପତ୍ନୀ ମିଲିଣ୍ଡା ଫ୍ରେଞ୍ଚ ଗେଟ୍‌ସ ଏହି ଫାଉଣ୍ଡେସନ୍‌ର ପ୍ରତିଷ୍ଠା କରିଥିଲେ ।

Bill Gates to give away 200 billion by 2045

୨୦୪୫ ଡିସେମ୍ବର ୩୧ରେ ଗେଟ୍‌ସ ଫାଉଣ୍ଡେସନକୁ ବନ୍ଦ କରିବା ପୂର୍ବରୁ ସେ ସବୁ ସମ୍ପତ୍ତିକୁ ଦାନ କରିବାକୁ ଚାହୁଁଥିବା ବିଲ୍‌ ଗେଟ୍‌ସ ପ୍ରକାଶ କରିଛନ୍ତି । ଏହି ଧନରାଶିରେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦୮୦୦ କୋଟି ଡଲାର ରହିଛି । ଏହା ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ୯୯% ଖସିଯିବ ବୋଲି ଗେଟ୍‌ସ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+