Get Updates
Get notified of breaking news, exclusive insights, and must-see stories!

Holi 2024: ହୋଲି ପାଇଁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

Holi 2024: ଚଳିତ ବର୍ଷ ହୋଲି ୨୫ ମାର୍ଚ୍ଚ ୨୦୨୪ରେ ପାଳନ କରାଯିବ । ହୋଲି ଅବସରରେ ଦେଶର ଅନକ ସରକାରୀ ଏବଂ ବେସରକରୀ ବ୍ୟାଙ୍କ ବନ୍ଦ ରହିବ । ହେଲେ କିଛି କିଛି ସହରରେ ବ୍ୟାଙ୍କ ଖୋଲା ରହିବ । ରବିବାର ଏବଂ ମାସର ଦ୍ୱିତୀୟ ଶନିବାରକୁ ମିଶାଇକୁ ମାର୍ଚ୍ଚ ମାସରେ ମୋଟ୍ ୧୪ ଦିନ ପାଇଁ ସମସ୍ତ ବ୍ୟାଙ୍କ ଛୁଟି ରହିବ । ଯଦି ବ୍ୟାଙ୍କରେ ଆପଣଙ୍କର କିଛି କମ ରହିଛି ତେବେ ତୁରନ୍ତ ଶେଷ କରି ନିଅନ୍ତୁ ଏବଂ ନିଜ ସହରରେ କେଉଁ କେଉଁ ଦିନ ବ୍ୟାଙ୍କ ଖୋଲା ରହିବ ତାହା ମଧ୍ୟ ଚେକ୍ କରି ନିଅନ୍ତୁ ।

Holi 2024

୨୫ ମାର୍ଚ୍ଚରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ( Bank Holiday On Holi)

ଚଳିତମାସ ମାର୍ଚ୍ଚ ୨୫ ତାରିଖରେ ସାରେ ଦେଶରେ ହୋଲି ପାଳନ କରାଯିବ । ଯେଉଁଥି ପାଇଁ ଅନେକ ସହରର ବ୍ୟାଙ୍କ ବନ୍ଦ ରହିବ । ୨୨ ମାର୍ଚ୍ଚ ୨୦୨୨, ୨୩ ମାର୍ଚ୍ଚ ୨୦୨୪ରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି କିଛି ସହରରେ ମାର୍ଚ୍ଚ ୨୫ ଏବଂ ୨୬,୨୭, ୨୯ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୨୦୨୪ ରେ ବ୍ୟାଙ୍କ ହଲି ଡେ'

୨୨ ମାର୍ଚ୍ଚ ବିହାର ଦିବସ ଅବସରରେ ବିହାର ବ୍ୟାଙ୍କ ବନ୍ଦ ରହିବ ।
୨୩ ମାର୍ଚ୍ଚରେ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୪ ମାର୍ଚ୍ଚ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୫ ମାର୍ଚ୍ଚରେ ଦୋଳ ପୂର୍ଣ୍ଣିମା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୨୬ ମାର୍ଚ୍ଚ ସାରା ଦେଶରେ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୭ ମାର୍ଚ୍ଚରେ ବିହାରରେ ବ୍ୟାଙ୍କ ବନ୍ଦ ରହିବ ।
୨୯ ମାର୍ଚ୍ଚରେ ଗୁଡ୍ ଫ୍ରାଇଡେ ପାଇଁ ଅନେକ ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୩୧ ମାର୍ଚ୍ଚର ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+