Get Updates
Get notified of breaking news, exclusive insights, and must-see stories!

୩ ଲକ୍ଷ ଟଙ୍କା ମୁହାଁ ରୁପା

ବଜାରରେ ସୁନା ଓ ରୁପା ଦର ଗତ କିଛିମାସ ହେଲା ମାତ୍ରାଧିକ ହାରରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ରୁପା ଦର କିଲୋଗ୍ରାମ ପିଛା ଭୁବନେଶ୍ବର ବଜାରରେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨,୯୨,୦୦୦ ଟଙ୍କାରେ ପହଞ୍ଚିଛି। ଗତ ୧୦ ତାରିଖରେ ରୁପା ଦର ୭୦୦୦, ୧୨ ତାରିଖରେ ୧୨୦୦୦ ଟଙ୍କା ବଢ଼ିଥିବାବେଳେ ଆଜି ୫୦୦୦ ଟଙ୍କା ବୃଦ୍ଧି ପରେ ଏହା ୩ ଲକ୍ଷ ଟଙ୍କା ମୁହାଁ ହେବାରେ ଲାଗିଛି।

3 lakh rupees in cash

ରୁପା ଦର କ୍ରମାଗତ ବଢ଼ିବା ସହ ନୂଆ ରେକର୍ଡ କରି ଚାଲିଛି। ସେହିଭଳି ସୁନା ଦର ମଧ୍ୟ ମଙ୍ଗଳବାର ବଢ଼ିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩୮୦ ଟଙ୍କା ବଢ଼ି ୧,୪୨,୫୩୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍‌ ସୁନା ଦର ୩୫୦ ଟଙ୍କା ବୃଦ୍ଧି ଘଟି ୧,୩୦,୬୫୦ ଟଙ୍କା ଛୁଇଁଛି। ଗତ ୫ ଦିନ ମଧ୍ୟରେ ସୁନା ଦର ୪ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ସୁନା ଓ ରୁପା ଦରରେ ଏହି ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+