Get Updates
Get notified of breaking news, exclusive insights, and must-see stories!

Weekly Horoscope: ସାପ୍ତାହିକ ରାଶିଫଳ, ୨୦ ଏପ୍ରିଲ ୨୭ ଏପ୍ରିଲ

Weekly Horoscope: ମେଷ ରାଶି: ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ମାନସିକ ଚିନ୍ତାରେ ରହିବେ, ନିୟମିତ ଧ୍ୟାନ ଓ ଯୋଗ କରନ୍ତୁ । ଟଙ୍କା ରୋଜଗାର କରିବା ପାଇଁ ନୂଆ ବାଟ ଖୋଜିବେ । ଆପଣଙ୍କ ପ୍ରେମ ଜୀବନ ଭଲ ରହିବ, ବୈବାହିକ ଜୀବନ ସୁଖମୟ ରହିବ । ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ ରାଶି: ଆଗାମୀ ସପ୍ତାହ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିବ । ଜୀବନରେ ଅର୍ଥର ମହତ୍ୱ ବୁଝି ପାରିବେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ନିଜ କାର୍ଯ୍ୟକୁ ନେଇ ପ୍ରଶଂସିତ ହେବେ । ମଙ୍ଗଳବାର ଦିନ ସତର୍କ ରୁହନ୍ତୁ । ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ ।

Weekly Horoscope

ମିଥୁନ ରାଶି: ଏହି ସପ୍ତାହରେ ଆପଣ ସତର୍କ ରହିବା ପାଇଁ ପଡିବ । ବ୍ୟବସାୟରେ ଉନ୍ନତି ହେବ । ଧନ ଲାଭର ଯୋଗ ରହିଛି । ଏହି ସପ୍ତାହ ଆପଣଙ୍କୁ ଆର୍ଥିକ ଲାଭ ହେବ, କିଛି ନୂତନ ଡିଲ୍ ନିଶ୍ଚିତ କରିପାରନ୍ତି ।

ସିଂହ ରାଶି: ଏହି ସପ୍ତାହ ଆପଣ ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି । ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ।

କୁନ୍ୟା ରାଶି: ପରିବାର ସହିତ ଅଧିକ ସମୟ ବିତାଇବା ପସନ୍ଦ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ବ୍ୟବସାୟୀ ଲାଭବାନ ହେବେ । ଏହି ସପ୍ତାହ ଆପଣ କୌଣସି ଶୁଭ ଖବର ପାଇପାରନ୍ତି । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ ।

ତୁଳା ରାଶି : ନୂତନ ଘର କିଣିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ ମନରେ ସକରାତ୍ମକ ଭାବା ରଖନ୍ତୁ । ଆପଣଙ୍କୁ ସଫଳତା ମିଳିବ ।

ବିଛା ରାଶି: ଏହି ସପ୍ତାହରେ ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳ । ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ ସଫଳତା ମିଳିବ । ଧର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ ।

ଧନୁ ରାଶି: ଏହି ସପ୍ତାହ ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ପାରିବାରିକ ମାହୋଲ ଉତ୍ତମ ରହିବ । ଆର୍ଥିକ ସମସ୍ୟା ଲାଗି ରହିବ । ହେଲେ ଭାବି ଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳତା ମିଳିବ ।

ମକର ରାଶି: ନିଜା ରାଗକୁ ନିୟନ୍ତ୍ରଣ କରନ୍ତୁ , କାହାକୁ ଅସମ୍ମାନ କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ ସିଂହ ରାଶି ଲୋକଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ନଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ ରାଶି: ସତର୍କ ରହିବାକୁ ପଡିବ। ଚାକିରି ଏବଂ କ୍ୟାରିୟରରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରି ପଦକ୍ଷେପ ନିଅନ୍ତୁ । ପାରିବାର ମଧ୍ୟରେ ଆଶାନ୍ତି ଲାଗି ରହିବ ।

ମିନ ରାଶି: ଆପଣଙ୍କ ପରିବାରରେ ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ । ହେଲେ କିଛି ସାଧାରଣ କଥାକୁ ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । କୌଣସି କାମକୁ ନେଇ ଗର୍ବ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କ ଉପରେ ଭାରି ପଡିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+