ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ଅସୁବିଧାରେ ପଡିପାରନ୍ତି
ମେଷ ରାଶି: ଏହି ସପ୍ତାହରେ ଆପଣ ସତର୍କ ରହିବା ପାଇଁ ପଡିବ । ବ୍ୟବସାୟରେ ଉନ୍ନତି ହେବ । ଧନ ଲାଭର ଯୋଗ ରହିଛି । ଏହି ସପ୍ତାହରେ ଆପଣଙ୍କ ପାଇଁ ସିଲଭର ରଙ୍ଗ ଶୁଭ ରହିବ । ଏହି ସପ୍ତାହ ଆପଣଙ୍କୁ ଆର୍ଥିକ ଲାଭ ହେବ, କିଛି ନୂତନ ଡିଲ୍ ନିଶ୍ଚିତ କରିପାରନ୍ତି ।
ବୃଷ ରାଶି: ଆଗାମୀ ସପ୍ତାହ ଆପଣଙ୍କର ଭଲରେ କଟିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କ ପ୍ରେମ ଜୀବନ ଭଲ ରହିବ, ବୈବାହିକ ଜୀବନ ସୁଖମୟ ରହିବ । ଡିସେମ୍ବର ପ୍ରଥମ ସପ୍ତାହରେ ଆପଣ ନୀଳର ଡ୍ରେସ୍ ପିନ୍ଧି ପାରିବେ । ଏହି ସପ୍ତାହରେ ଆପଣଙ୍କ ଲକି ନମ୍ବର ନିଳ ରଙ୍ଗ । ଏହି ସପ୍ତାହରେ ଆପଣ ନିଜ ଆର୍ଥିକ ଯୋଜନା ଉପରେ ଧ୍ୟାନ ଦିଅନ୍ତୁ, ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରନ୍ତୁ ।
ମିଥୁନ ରାଶି: ଆଗାମୀ ସପ୍ତାହ ଆପଣଙ୍କୁ ଭାଗ୍ୟରେ ପୂର୍ଣ୍ଣ ସମର୍ଥନ ମିଳିବ । ବିଗିଡି ଯାଇଥିବା କାମ ଠିକ୍ ହୋଇ ଯିବ । ଏହି ସପ୍ତାହରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ନିଜ କାର୍ଯ୍ୟକୁ ନେଇ ପ୍ରଶଂସିତ ହେବେ । । ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ ।

ସିଂହ ରାଶି: ଏହି ସପ୍ତାହ ଆପଣ ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି । ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ।
କୁନ୍ୟା ରାଶି: ପରିବାର ସହିତ ଅଧିକ ସମୟ ବିତାଇବା ପସନ୍ଦ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ବ୍ୟବସାୟୀ ଲାଭବାନ ହେବେ । ଏହି ସପ୍ତାହ ଆପଣ କୌଣସି ଶୁଭ ଖବର ପାଇପାରନ୍ତି । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ ।
ତୁଳା ରାଶି : ନୂତନ ଘର କିଣିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମନରେ ସକରାତ୍ମକ ଭାବା ରଖନ୍ତୁ । ଆପଣଙ୍କୁ ସଫଳତା ମିଳିବ ।
ବିଛା ରାଶି: ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ ସଫଳତା ମିଳିବ । ବ୍ୟବସାୟୀ ଲାଭରେ ରହିବେ । ଏହି ସପ୍ତାହ ଆପଣଙ୍କୁ ଆର୍ଥିକ ଲାଭ କ୍ଷତି ସହିବା ପାଇଁ ପଡିପାରେ । କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।
ଧନୁ ରାଶି: ତୁମେ କର୍ମକ୍ଷେତ୍ରରେ ନୂତନ ସଫଳତା ପାଇବ, ସମ୍ମାନ ବୃଦ୍ଧି ପାଇବା ସହ ନୂଆ ଦାୟିତ୍ୱ ମିଳିବ । ସେହିପରି କୌଣସି କଥାକୁ ନେଇ ଚିନ୍ତାରେ ରହିବେ । ଆୟ ଧରି ବ୍ୟୟ କରନ୍ତୁ ।
ମକର ରାଶି: ନିଜ ରାଗକୁ ନିୟନ୍ତ୍ରଣ କରନ୍ତୁ , କାହାକୁ ଅସମ୍ମାନ କରନ୍ତୁ ନାହିଁ । ଭବିଷ୍ୟତରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଆପଣଙ୍କ ବ୍ୟବସାୟରେ ଆର୍ଥିକ କ୍ଷତି ସହିବା ପାଇ ପଡିବ ।
କୁମ୍ଭ ରାଶି: ଆର୍ଥିକ ଲାଭ ମିଳିପାରେ । କାହାକୁ ଅସମ୍ମାନ କରନ୍ତୁ ନାହିଁ । ଅଫିସରେ କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ ..
ମିନ ରାଶି: ନିଜ ଶୁଭେଚ୍ଛୁଙ୍କଠୁ ପରାମର୍ଶ ନିଅନ୍ତୁ, ଆପଣ ଲାଭରେ ରହିବେ । ପରିବାର ମଧ୍ୟରେ ସମସ୍ୟା ଦେଖା ଦେଇପାରେ । ଚିନ୍ତା କରି କାର୍ଯ୍ୟ କରନ୍ତୁ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications