Get Updates
Get notified of breaking news, exclusive insights, and must-see stories!

Weekly Horoscope: ସାପ୍ତାହିକ ରାଶିଫଳ, ୧ ରୁ ୭ ଡିସେମ୍ବର ୨୦୨୪

Horoscope: ବର୍ଷର ଶେଷ ଅର୍ଥାତ୍ ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ଆଗାମୀ ସପ୍ତାହ ଆପଣଙ୍କର କଟିବ ।

ମେଷ ରାଶି: ଆଗାମୀ ସପ୍ତାହ ଆପଣଙ୍କର ଭଲରେ କଟିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କ ପ୍ରେମ ଜୀବନ ଭଲ ରହିବ, ବୈବାହିକ ଜୀବନ ସୁଖମୟ ରହିବ । ଡିସେମ୍ବର ପ୍ରଥମ ସପ୍ତାହରେ ଆପଣ ନୀଳର ଡ୍ରେସ୍ ପିନ୍ଧି ପାରିବେ । ଏହି ସପ୍ତାହରେ ଆପଣଙ୍କ ଲକି ନମ୍ବର ନିଳ ରଙ୍ଗ । ସେହିପରି ଲକି ନମ୍ବର 8, ଏହି ସପ୍ତାହରେ ଆପଣ ନିଜ ଆର୍ଥିକ ଯୋଜନା ଉପରେ ଧ୍ୟାନ ଦିଅନ୍ତୁ, ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ ରାଶି: ଆଗାମୀ ସପ୍ତାହ ଆପଣଙ୍କୁ ଭାଗ୍ୟରେ ପୂର୍ଣ୍ଣ ସମର୍ଥନ ମିଳିବ । ବିଗିଡି ଯାଇଥିବା କାମ ଠିକ୍ ହୋଇ ଯିବ । ଏହି ସପ୍ତାହରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ନିଜ କାର୍ଯ୍ୟକୁ ନେଇ ପ୍ରଶଂସିତ ହେବେ । ଆପଣଙ୍କ ପ୍ରିୟ ରଙ୍ଗ ସବୁଜ ଏବଂ ଆପଣଙ୍କ ଲକି ନମ୍ବର 6 । ମଙ୍ଗଳବାର ଦିନ ସତର୍କ ରୁହନ୍ତୁ । ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ ।

Weekly Horoscope

ମିଥୁନ ରାଶି: ଏହି ସପ୍ତାହରେ ଆପଣ ସତର୍କ ରହିବା ପାଇଁ ପଡିବ । ବ୍ୟବସାୟରେ ଉନ୍ନତି ହେବ । ଧନ ଲାଭର ଯୋଗ ରହିଛି । ଏହି ସପ୍ତାହରେ ଆପଣଙ୍କ ପାଇଁ ସିଲଭର ରଙ୍ଗ ଶୁଭ ରହିବ । ସେହିପରି ଆପଣଙ୍କ ପାଇଁ ଲକି ନମ୍ବର 9 । ଏହି ସପ୍ତାହ ଆପଣଙ୍କୁ ଆର୍ଥିକ ଲାଭ ହେବ, କିଛି ନୂତନ ଡିଲ୍ ନିଶ୍ଚିତ କରିପାରନ୍ତି ।

ସିଂହ ରାଶି: ଏହି ସପ୍ତାହ ଆପଣ ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି । ଆପଣଙ୍କ ପ୍ରିୟ ରଙ୍ଗ କମଳା, ଲକି ନମ୍ବର ୧, । ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ।

କୁନ୍ୟା ରାଶି: ପରିବାର ସହିତ ଅଧିକ ସମୟ ବିତାଇବା ପସନ୍ଦ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ବ୍ୟବସାୟୀ ଲାଭବାନ ହେବେ । ଏହି ସପ୍ତାହ ଆପଣ କୌଣସି ଶୁଭ ଖବର ପାଇପାରନ୍ତି । ଆପଣଙ୍କର ଲକି କଲର ସବୁଜ, ଲକି ନମ୍ବର 7, ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ ।

ତୁଳା ରାଶି : ନୂତନ ଘର କିଣିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ ଏହି ସପ୍ତାହ ଆପଣଙ୍କ ଶୁଭ ରଙ୍ଗ ନୀଳ, ଲକି ନମ୍ବର 6 । ମନରେ ସକରାତ୍ମକ ଭାବା ରଖନ୍ତୁ । ଆପଣଙ୍କୁ ସଫଳତା ମିଳିବ ।

ବିଛା ରାଶି: ଏହି ସପ୍ତାହରେ ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳ । ଲକି ନମ୍ବର ହେଉଛି 2 ଆପଣ ନିଜ ନିଷ୍ପତ୍ତି ପାଇଁ ଲାଭଦାୟକ ପ୍ରମାଣିତ ହେବ । ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତୁ ସଫଳତା ମିଳିବ ।

ଧନୁ ରାଶି: ଏହି ସପ୍ତାହରେ ଆପଣଙ୍କ ଶୁଭ ରଙ୍ଗ ଲାଲ, ଲକି ନମ୍ବର 5, ଦିନ ବୁଧବାର ସତର୍କ ରୁହନ୍ତୁ । ତୁମେ କର୍ମକ୍ଷେତ୍ରରେ ନୂତନ ସଫଳତା ପାଇବ, ସମ୍ମାନ ବୃଦ୍ଧି ପାଇବ ।

ମକର ରାଶି: ଏହି ସପ୍ତାହରେ ଆପଣଙ୍କର ଶୁଭ ରଙ୍ଗ ବାଇଗଣୀ, ଲକି ନମ୍ବର 6, ରବିବାର ଆପଣଙ୍କ ପାଇଁ ଶୁଭ ରହିବ । ନିଜା ରାଗକୁ ନିୟନ୍ତ୍ରଣ କରନ୍ତୁ , କାହାକୁ ଅସମ୍ମାନ କରନ୍ତୁ ନାହିଁ ।

କୁମ୍ଭ ରାଶି: ଏହି ସପ୍ତାହରେ ଆପଣଙ୍କ ଶୁଭ ରଙ୍ଗ ବାଦାମୀ, ଲକି ନମ୍ବର 7, ଆର୍ଥିକ ଲାଭ ମିଳିପାରେ ।

ମିନ ରାଶି: ଏହି ସପ୍ତାହରେ ଆପଣଙ୍କ ଶୁଭ ରଙ୍ଗ ସବୁଜ, ଲକି ନମ୍ବର 7, ଶୁକ୍ରବାର ଶୁଭଖବର ମିଳିପାରେ । ନିଜ ଶୁଭେଚ୍ଛୁଙ୍କଠୁ ପରାମର୍ଶ ନିଅନ୍ତୁ, ଆପଣ ଲାଭରେ ରହିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+