ମଙ୍ଗଳବାର ରାଶିଫଳ, ନୂତନ ଚାକିରୀର ସୁଯୋଗ ମିଳିବ
ମେଷ ରାଶି: ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ରହିବେ । ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ । ଛାତ୍ରଛାତ୍ରୀଙ୍କୁ ନୂତନ ଚାକିରି ମିଳିପାରେ ପରିବାର ମଧ୍ୟରେ ଖୁସିର ମାହୋଲ ରହିବ । ବ୍ୟବସାୟ ପୂର୍ବ ଅପେକ୍ଷା ଭଲ ଚାଲିବ। ଆଇନଗତ ମାମଲାର ମଧ୍ୟ ସମାଧାନ ହେବ।
ବୃଷ ରାଶି: କିଛି ବଡ଼ ସଫଳତା ମିଳିପାରେ । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ଆର୍ଥିକ ଲାଭରେ ରହିବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିବ । ସତର୍କ ରୁହନ୍ତୁ ।
ମିଥୁନ ରାଶି: ଲାଭଦାୟକ ଦିନ ହେବ। ଧାର ଦେଇଥିବା ଟଙ୍କା ଫେରି ପାଇବେ । ଖ୍ୟାତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କ କର୍ମକ୍ଷେତ୍ରରେ ନୂଆ ସଫଳତା ମିଳିବ । କୌଣସି ନୂତନ କାମ କରିବାର ଯୋଜନା କରି ପାରନ୍ତି । ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ ।

କର୍କଟ ରାଶି: ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ପ୍ରଭାବଶାଳୀ ଲୋକଙ୍କ ସହିତ ଭେଟ ହୋଇପାରେ । ପ୍ରତ୍ୟେକ କାମରେ ପିତାମାତାଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଘରୋଇ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ। କ୍ୟାରିଅର ସମ୍ବନ୍ଧୀୟ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ।
ସିଂହ ରାଶି:ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଅନ୍ୟ ବ୍ୟକ୍ତିଙ୍କ କାର୍ଯ୍ୟରେ ଅଧିକ ମୁଣ୍ତ ପୁରାନ୍ତୁ ନାହିଁ ଆପଣଙ୍କର ଚିନ୍ତା ବଢ଼ିବ। ଇଚ୍ଛା ପୂରଣ ହୋଇପାରେ। ଆୟ ବହୁଗୁଣିତ ହେବ। ଆପଣଙ୍କର ହଜିଯାଇଥିବା ଟଙ୍କା ମଧ୍ୟ ଫେରି ପାଇବାର ସମ୍ଭାବନା ରହିଛି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏକ ଭଲ ଯୋଜନାରେ ନିବେଶ କରିବାର ସୁଯୋଗ ମିଳିବ।
କନ୍ୟା ରାଶି: ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ଲାଭରେ ରହିବେ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ନୂତନ ସାମଗ୍ରୀ କିଣି ପାରନ୍ତି ।
ତୁଳା ରାଶି: ବୈବାହିକ ଜୀବନକୁ ନେଇ ଚିନ୍ତାରେ ରହିବେ । ପାରିବାରିକ ଅଶାନ୍ତି ଲାଗି ରହିବ । ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତି । କଠିନ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ । ଆୟ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପଡିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ । ପୁରୁଣା କାରବାର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ବିଛା ରାଶି: ଶୁଭ ଦିନଟିଏ । ସରକାରୀ ଚାକିରି କରୁଥିବା ଲୋକଙ୍କୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି। କୌଣସି କଥାକୁ ନେଇ ଜୀବନସାଥିଙ୍କ ସହ ଝଗଡ଼ା ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି । ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଧନୁ ରାଶି:ଆଜି କୌଣସି କାର୍ଯ୍ୟ ପାଇଁ ସାମ୍ମାନିତ ହୋଇପରନ୍ତି । ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ପିତାମାତାଙ୍କ ଆଶୀର୍ବାଦରେ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।
ମକର ରାଶି: କଠିନ ପରିଶ୍ରମ ଫଳ ଦେବ। ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ଭଲ ଖବର ମିଳିପାରେ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ। ଛାତ୍ରଛାତ୍ରୀମାନେ ଶାରୀରିକ ଏବଂ ମାନସିକ ବୋଝରୁ ମୁକ୍ତି ପାଇବେ।
କୁମ୍ଭ ରାଶି: କିଛି ନୂତନ ଲୋକଙ୍କ ସହିତ ଦେଖା ହେବ । ଆତ୍ମନିର୍ଭରଶୀଳ ହୋଇ କାମ କରିବେ । ପରିବାରରେ କିଛି ସମସ୍ୟା ପୁଣି ଦେଖାଦେବ, ଯାହାକୁ ଆପଣ ବଡ଼ ସଦସ୍ୟଙ୍କ ସାହାଯ୍ୟରେ ସମାଧାନ କରିବାକୁ ଚେଷ୍ଟା କରିବେ।
ମୀନ ରାଶି: ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବା ଉଚିତ୍ ନୁହେଁ । ବିରୋଧୀମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ଆପଣଙ୍କୁ ଧର୍ଯ୍ୟ ଏବଂ ସାହସର ସହିତ କାର୍ଯ୍ୟଗୁଡ଼ିକୁ ସାମ୍ନା କରିବାକୁ ପଡିବ। ନିଜ କାର୍ଯ୍ୟରେ ଧର୍ଯ୍ୟ ଏବଂ ସାହସ ଦେଖାଇବାକୁ ପଡିବ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications