For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

Rashi phala

ମେଷ: କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରି ପାରନ୍ତି। ସକରାତ୍ମକ ଚିନ୍ତା ରଖନ୍ତୁ। ବାଧା ବିଘ୍ନ ଦୂର ହେବ। ଆର୍ଥିକ କ୍ଷେତ୍ର ରେ ପରିବର୍ତ୍ତନ ଆସିବ। ବନ୍ଧୁ ବାନ୍ଧବଙ୍କ ସହ ମିଳାମିଶା ବଢିବ। ପରିବାରର ସାହାଯ୍ୟ ଲୋଡ଼ିବେ ।

ବୃଷ: ଦିନଟି ଭଲ ରହିବ। ବେପାରୀ ମାନେ ଲାଭବାନ ହେବେ। କର୍ମକ୍ଷେତ୍ର ରେ ଉପହାର ଲାଭ କରନ୍ତି । ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।

ମିଥୁନ: ପ୍ରିୟଜନଙ୍କୁ ନିରାଶ କରନ୍ତୁ ନାହିଁ। ଆର୍ଥିକ କ୍ଷେତ୍ରରେ ସୁଧାର ଦେଖିବେ। ପରିବାରର ଭଲମନ୍ଦ ବୁଝିବାରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ହତୋତ୍ସହ ହେବେ । ଯାନବାହାନ ଚଳାଇବା ସମୟରେ ଅଧିକ ସାବଧାନ ରୁହନ୍ତୁ।

କର୍କଟ: ଦୀର୍ଘ ଦିନର ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଆର୍ଥିକ ସୁଧାର ଦେଖା ଦେବ। ଉଚ୍ଚଧିକରୀଙ୍କ ସାହଯ୍ୟ ପାଇବେ। ପାରିବାରିକ ସଂପର୍କ ମଧୁର ହେବ।

ସିଂହ: ଦିନଟି ମଧ୍ୟମ ଧରଣର ରହିବ । ଗୁରୁଜନଙ୍କ ସହ ମତଭେଦ ଦେଖା ଦେବ। କର୍ମକ୍ଷେତ୍ର ରେ ପରିଶ୍ରମୀ ହେବେ। ସମସ୍ତ ଦୃଷ୍ଟିକୋଣରୁ ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ପରିବାର ସହିତ ହସଖୁସିରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନ ହ୍ନୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ ।

କନ୍ୟା: ଦିନଟି ସୁଖମୟ ରହିବ। ସହକର୍ମୀଙ୍କ ଉପରେ ସହଜରେ ଭରସା କରନ୍ତୁ ନାହିଁ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ପରିବାର ସହ ଉତ୍ତମ ବୁଝାମଣା ରହିବ।

ତୁଳା: ଭାଇ ଭଉଣୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ତରବର ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ।

ବିଛା: ଅବିବାହିତ ଙ୍କ ପାଇଁ ଦିନ ଟି ଭଲ ରହିବ। ମହିଳା ମାନେ ଆଦରଣୀୟା ହେବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଛାତ୍ର ଛାତ୍ରୀ ପଢା ଲେଖା ରେ ମନ ଦେବେ।

ଧନୁ: ଘରୋଇ ସମସ୍ୟା ଉପୁଜି ପାରେ ।ଆୟ ଅଧିକ ରହିବ। ଭ୍ରମଣ ର ଯୋଗ ରହିଛି। ଉଚ୍ଚାଧିକାରୀଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ କରିବେ ।

ମକର: ନୂତନ ଗୃହ କିଣିବା ପାଇଁ ଯୋଜନା କରିବେ। ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବେ। ମାନ ସମ୍ମାନର ଅଧିକାରୀ ହେବେ। ଭାଇ ଭଉଣୀଙ୍କ ଠାରୁ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ।

କୁମ୍ଭ: ଦିନ ଟି ଚଳଚଞ୍ଚଳ ରହିବ।ଅଚାନକ ଧନ ଲାଭ ହୋଇପାରେ। ସହକର୍ମୀ ଙ୍କ ସହ ତର୍କ ବିତର୍କ ହୋଇ ପାରେ। ପରିବାର ସହ ସମୟ ବିତାଇବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

ମୀନ: ଚାକିରୀରେ ଦାୟିତ୍ୱବୋଧ ରହିବ। ଦେହ ମନ ଭଲ ରହିବ।ଲେଖା ପଢ଼ାରେ ଭାଇ ଭଉଣୀଙ୍କ ସାହଯ୍ୟ ଲୋଡ଼ି ପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ଗୁରୁଜନଙ୍କ କଥା ମାନି ଚାଲନ୍ତୁ। ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
TO know more about your day. follow Todays rashipala in one india odia.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X