ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଭବିଷ୍ୟତକୁ ନେଇ ଚିନ୍ତିତ କି ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ?ସାରା ଦିନ କିପରି କଟିବ ସେ ନେଇ ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ ୱାନ ଇଣ୍ଡିଆ ଓଡିଆ ସହ ।
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ବୃଷ : ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଆପଣଙ୍କ ପସନ୍ଦର କାମ କରିବେ । ଅଫିସରେ କାର୍ଯ୍ୟଭାର ବଢିପାରେ । ଅଧିକ ସମୟ ଏନେଇ ଅଫିସରେ ବିତାଇ ପାରନ୍ତି ।
ମିଥୁନ: ବନ୍ଧୁଙ୍କ ଠାରୁ ଅର୍ଥିକ ସହାୟତା ପାଇବେ। ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ, ପରିବାର ସହ ସମୟ ବିତାନ୍ତୁ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ ।
କର୍କଟ: ଜୀବନସାଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ, ତାଙ୍କୁ ଭଲ ବ୍ୟବହାର କରନ୍ତୁ। ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ଆପଣଙ୍କ ପସନ୍ଦ ର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।
ସିଂହ: ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣାଙ୍କ ଘରକୁ ଅତିଥି ଆସି ପାରନ୍ତି। ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ।
କନ୍ୟା: ଦିନଟି ଭଲରେ କଟିବ । ଅନେକ ଦିନରୁ ପାଉଥିବା ଶାରିରୀକ କଷ୍ଟରୁ ଟିକେ ତ୍ରାହି ପାଇ ପାରନ୍ତି । ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ପ୍ରେମ ପାଇଁ ଦିନଟି ଖୁବ ଭଲ । ଆଜି ପ୍ରେମିକାଙ୍କୁ ମନ କଥା ଖୋଲି କୁହନ୍ତୁ ।
ତୁଳା: ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ଦିନରୁ ଅସୁସ୍ଥ ଥିବା ବନ୍ଧୁଙ୍କୁ ଦେଖିବା ପାଇଁ ଯାଆନ୍ତୁ। ଛୋଟ ପିଲମାନଙ୍କ ସହ ନିଜେ ପିଲା ଭଳି ବ୍ୟବହାର କରିବେ । ଅନେକ ସମୟ ପିଲାଙ୍କ ସହ ବିତିପାରେ।
ବିଛା: ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ସନ୍ଧ୍ୟା ସମୟ ବନ୍ଧୁଙ୍କ ସହ କଟିବ। ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ । ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପା ଙ୍କ ମନ ପସନ୍ଦ ର ଡିସ୍ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମହୋଲ ତିଆରି ହେବ।
ଧନୁ: ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ। ଜରୁରୀ କାମକୁ ସମୟ ନ ଦେଇ ଅଯଥା ସମୟ ବର୍ବାଦ କରିବା ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି। ଆଜିଠୁ ଆପଣ ଜିମ୍ ଯିବା କଥା ଭାବି ପାରନ୍ତି।
ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହେଇ ପରେ। ବିବାହ ପ୍ରସ୍ତାବ ନେଇ ଦିନ ଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଆପଣ ଙ୍କ ଜୀବନ ସାଥି ଆପଣ ଙ୍କ ପାଇଁ କିଛି ଖାସ୍ କରି ପାରନ୍ତି। ଆଜି ଆପଣ ଫୋଟୋଗ୍ରାଫି କରି କିଛି ସ୍ମୃତି ସାଇତି ପାରନ୍ତି।
କୁମ୍ଭ: ବାଦ ବିବାଦ ରୁ ବଞ୍ଚି ରୁହନ୍ତୁ। କିଛି ଲୋକ ଜାଣିଶୁଣି ଆପଣ ଙ୍କୁ ଫସାଇବାକୁ ଚେଷ୍ଟା କରିବେ। ଆଜି ଘରେ ବିବାହ କୁ ନେଇ କଥାବାର୍ତ୍ତା ହୋଇପାରେ। ଅଜଣା ବ୍ୟକ୍ତି ଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଫଳ ପାଇବେ ।
ମୀନ: ଆପଣଙ୍କ ନିଜ ବ୍ୟବହାର ଗୁଣ ପାଇଁ ଅନ୍ୟକୁ କଷ୍ଟ ଦିଅନ୍ତୁ ନାହିଁ । ଜୀବନସାଥୀଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀ ଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା ଆପଣ ଭାବୁକ ହୋଇ ପାରନ୍ତି।












Click it and Unblock the Notifications