ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଆପଣଙ୍କ ଦିନ
କିପରି କଟିବ ଦାମ୍ପତ୍ୟ ଜୀବନ ? ଭବିଷ୍ୟତରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୁଅନ୍ତୁ, ପଢନ୍ତୁ ଆଜିର ରାଶିଫଳ।
ଆଜି କେମିତି ରହିବ ଆପଣଙ୍କ ଦିନ ? ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଭବିଷ୍ୟତରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୁଅନ୍ତୁ, ପଢନ୍ତୁ ଆଜିର ରାଶିଫଳ।

ମେଷ: ଆପଣ କଳାକୃତି ସମ୍ପର୍କିତ ବ୍ୟବସାୟ କରିବା ପାଇଁ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ ।
ବୃଷ: ଆପଣଙ୍କ ଉପରେ କେହି ପ୍ରଭାବ ଦେଖାଇ ପାରିବେ ନାହିଁ । ଯିଏ ଦେଖେଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି। ଦିନଟି ମଧ୍ୟମ ଫଳ ଦେବ ।
ମିଥୁନ: ଆଜି ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ ।
କର୍କଟ: ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ। ଭଗବାନଙ୍କ ଅପାର କରୁଣା ରହିବ । ଏହାର ଅର୍ଥ ସେମାନେ ବାସ୍ତବରେ ଆପଣଙ୍କୁ ମରଣମୁହଁରୁ ମୁକୁଳାଇ ନେବେ ।
କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।
ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ବହୁତ ଶୁଭ । ମିଷ୍ଠ କଥା କହି ଆପଣ ସମସ୍ତଙ୍କ ହୃଦୟ ଜିତିପାରିବେ। ଆପଣଙ୍କ ଘର ଓ ଏହାର ଭିତର ସାଜସଜ୍ଜା ଲୋକମାନଙ୍କୁ ପ୍ରଭାବିତ କରିବ। ଧନ ପ୍ରାପ୍ତିର ସୁଯୋଗ ରହିଛି।
ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିଛି । ଅନୈତିକ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା ଠାରୁ ଦୂରେଇ ରୁହନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା । ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।
ଧନୁ: ଆଜିର ଦିନ ଆପଣଙ୍କ ଖୁସିରେ ବିତାଇବେ। ମଉଜମସଲିସରେ ଦିନଟି ଅତିବାହିତ ହେବ। ଅନେକ ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ସାଂସ୍କୃତିକ କାର୍ଯ୍ୟରେ ହସ୍ତକ୍ଷପ କରିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ।
ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ପାଇ ପାରନ୍ତି । ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । କୌଣସି ଭଲ ଖବର ପାଇବେ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ବିବାହ ସମ୍ବନ୍ଧୀୟ ଖବର ଆସିପାରେ ।
କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ହେତୁ ବିରକ୍ତି ଭାବ ପ୍ରକାଶ କରିବେ ।
ମୀନ: ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାରରେ ସମସ୍ୟା ଦେଖାଦେବ, ଆପଣଙ୍କୁ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ।












Click it and Unblock the Notifications