ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଦିନ
ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ଦିନ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରୁହନ୍ତୁ ....
ଆଜି କେମିତି ରହିବ ଆପଣଙ୍କ ଦିନ ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ଦିନ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରୁହନ୍ତୁ ....

ମେଷ: ଆପଣଙ୍କର ଆଜିର ଦିନଟି ମଧ୍ୟମ ଫଳ ରହିବ । ମାନସିକ ଏବଂ ଶାରୀରିକ ସ୍ତରରେ ଆପଣ ସୁସ୍ଥ ରହିବେ । ନିଜର କାର୍ଯ୍ୟ ହାସଲ କରିବେ । କୃପା ଆପଣଙ୍କ ଉପରେ ରହିବ ଏବଂ ଦିନଟି ସୁଖରେ ନିଜ ଲୋକ ମାନଙ୍କ ସହ କଟିବ। ବନ୍ଧୁ ବାନ୍ଧବଙ୍କ ସହ ଦିନଟି ଆନନ୍ଦରେ ବିତିବ ।
ବୃଷ: କୌଣସି ସମାସ୍ୟା ଆପଣଙ୍କର ମନକୁ ବିଚଳିତ କରୁଛି । ସେଥିପାଇଁ ଆପଣ ସିଦ୍ଧାନ୍ତରେ ପହଞ୍ଚି ପାରନ୍ତୁ ଗତି କରୁଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି । ଯାହାକି ଆପଣ କାହା ଆଗରେ ପ୍ରକାଶ କରିପାରିବେ ନାହିଁ । ଧୀର ସ୍ଥିର ଭାବେ ଚିନ୍ତା କରନ୍ତୁ ସମଧାନ କରନ୍ତୁ ।
ମିଥୁନ: ପ୍ରଚୁର ଅର୍ଥ ମିଳିବାର ସୁଯୋଗ ଅଛି । ଅବିବାହିତ ମାନେ ନିଜ ନିଜର ସାଥି ପାଇବାର ସମ୍ଭାବନା ଅଛି । ଅର୍ଥ ଅର୍ଜନ ସହ ସାଙ୍ଗ ମାନଙ୍କ ସହିତ ମୌଜ ମଜଲିସ ହେବ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ମହିଳା ସାଙ୍ଗ ମାନଙ୍କ କାମ କରିବେ । ନିଜ ପିଲାଙ୍କଠାରୁ ସୁସମ୍ବାଦ ମିଳିବ । ନିଜ କାମରୁ ଶୁଭଫଳ , ସମସ୍ତ ଦିଗରୁ ଶୁଭ ଖବର ତଥା ନିଜର ଅନ୍ତରଙ୍ଗ ସାଙ୍ଗ ଆପଣଙ୍କର ଦିନଟି ଆହୁରି ଭଲ ବନେଇବାରେ ସହାୟକ ହେବେ ।
କର୍କଟ: ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଘରର ସଜେଇବାରେ ସମୟ ବିତାଇବେ । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକାପଣ ଅନୁଭବ କରିବେ ।
ସିଂହ: ଆଜି ଆପଣ ଧର୍ମିକ କାର୍ଯ୍ୟକଳାପରେ ସମୟ ବିତାଇ ପାରନ୍ତି । ବନ୍ଧୁ ଏବଂ ପରିବାର ସହ ତୀର୍ଥସ୍ଥାନ ବୁଲି ଯିବେ। ନିଷ୍ପତ୍ତି ନେଇଥିବା କାର୍ଯ୍ୟ କରିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ ।
କନ୍ୟା: ଲୋକମାନଙ୍କ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କୁ ଦୁଃଖି କରିପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।
ତୁଳା: ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କିଣିବେ ।
ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତ୍ରୁମାନେ ପରାସ୍ତ ସ୍ୱୀକାର କରିବେ ।
ଧନୁ: ଗ୍ରହ ଜନିତ ଜଟିଳତାରୁ ଆପଣ ମାନସିକ ଭାବରେ ଟିକିଏ ଅବ୍ୟବସ୍ଥିତ ରହିବେ । ପେଟ ଜନିତ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଖାଦ୍ୟ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି । ଖାଦ୍ୟ ଗ୍ରହଣ ଉପରେ ନଜର ରଖନ୍ତୁ ।
ମକର: ଦିନଟିରେ ଆପଣ ଅଳସୁଆ ଅନୁଭବ କରିବେ । ଏହି ଦିନଟିରେ ଛୋଟ ଛୋଟ ସମସ୍ୟା, ଏବଂ ଅସୁବିଧା ଦେଖାଦେବ ଯାହାକି ଆପଣ ଆଗକୁ ବଢିବା ପାଇଁ କଠିନ ହେବ ଏପରି ଆପଣ ନିଜ ଭିତରେ ଏକାଗ୍ରତା ରଖିପାରିବେ ନାହିଁ । ଆଉ ମଧ୍ୟ, ଆପଣଙ୍କ ଚାରିପାଖରେ ଥିବା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେବେ । ସାବଧାନତା ବଜାୟ ରଖନ୍ତୁ ।
କୁମ୍ଭ: ଗତ ପନ୍ଦର ଦିନ ଭିତରେ ଆଜି ଦିନଟି ସବୁଠାରୁ ଆପଣଙ୍କ ପାଇଁ ମଜାଦାର ହୋଇପାରେ । ଆପଣ ଖୁସି, ଆନନ୍ଦ, ଏବଂ ସମାଜ ଜୀବନ ଅନୁଭବ କରିବେ ।
ମୀନ: ଆଜି ଦିନଟି ମଧ୍ୟମ ଧରଣର ରହିବ । ଦୟାଶୀଳ ମନୋଭାବ ଦେଖା ଦେବ । ଏଣୁ ଆପଣଙ୍କର ଭଲ ଗୁଣ ହରାଇବାର ବାହାନା କରନ୍ତୁ ନାହିଁ, ବର୍ତ୍ତମାନ ଆପଣ ଆପଣଙ୍କର ନିୟମିତ କାର୍ଯ୍ୟକଳାପ ଉପରେ ହିସାବ ରଖିପାରିବେ ନାହିଁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications