ଆଜିର ରାଶିଫଳ 28 November 2024, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ
ମେଷ:ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଆଜି ଶୁଭ ଫଳ ମିଳିବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ବ୍ୟବସାୟୀ
ଲାଭରେ ରହିବେ । ଧନଲାଭର ଯୋଗ ରହିଛି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ ।
ବୃଷ:କର୍ମକ୍ଷେତ୍ରରେ ଚାପରେ ରହିପାରନ୍ତି । ଜୀବନ ସାଥୀଙ୍କ ସମର୍ଥନ ପାଇବେ ।ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବି । ହେଲେ ଘର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଦୂର ଯାତ୍ରା କରିବାର ଯୋଗ ରହିଛି ।

ମିଥୁନ: ପିତାମାତାଙ୍କ ସମର୍ଥନ ପାଇବେ । ହେଲେ ଦିନର ଦ୍ୱିତୀୟ ଭାଗରେ ଘରେ ବିବାଦ ସୃଷ୍ଟି ହୋଇପାରେ । ଅଧିକ ଖର୍ଚ୍ଚ କରନ୍ତୁ ନାହିଁ, ସଞ୍ଚୟ କରନ୍ତୁ । ଜୀବନ ସାଥୀଙ୍କ କୌଣସି କାରଣ ପାଇଁ ଝଗଡ଼ା ହୋଇପାରେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି ।
କର୍କଟ: ବ୍ୟବସାୟରେ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ସମ୍ମାନୀତ ହେବେ । ପାରିବାରିକ ସମସ୍ୟାର ସମାଧାନ ହେବ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସୁସ୍ୱାଦୁ ଭୋଜନ କରିବେ । ପିଲାମାନଙ୍କ ସହ ସମୟ ବିତାଇବେ ।
ସିଂହ: ଆଜି ଚିନ୍ତାରେ ରହିବେ ଏବଂ ପରିବାରରେ ବିବାଦ ସୃଷ୍ଟି ହେବ । ଶୁଭ ଖବର ମିଳିପାରେ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କ୍ଳାନ୍ତ ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟରେ ଉନ୍ନତି ହେବେ ।
କନ୍ୟା: ବ୍ୟବସାୟରେ ଶୁଭଫଳ ମିଳିବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ପାରିବାରିକ ମାହୋଲ ସୁଖଦ ରହିବ । ବାକି ଦେଇଥିବା ଟଙ୍କା ଫେରିପାଇବେ । ଭବିଷ୍ୟତ ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି, ହେଲେ ଟଙ୍କା ସଞ୍ଜୟ କରିବା ପାଇଁ ଭୁଲନ୍ତୁ ନାହିଁ । ଜଳଯାତ୍ରା କରନ୍ତୁ ନାହିଁ ।
ତୁଳା: ଆଜି ସତର୍କ ରୁହନ୍ତୁ । ବ୍ୟବସାୟୀଙ୍କୁ ଆଜି କ୍ଷତି ସହିବା ପାଇଁ ପଡିବ । ସ୍ୱାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପରିବାରର
ବରିଷ୍ଠ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବ । ପଡୋଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ନୂତନ ବସ୍ତୁ କ୍ରୟ କିରିବେ ।
ବିଛା: ନିଜ ବ୍ୟବହାରରେ ସମସ୍ତଙ୍କୁ ନିଜର କରିବେ । ସନ୍ତାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ । ବ୍ୟବସାୟ କ୍ଷେତ୍ରରେ ଲାଭରେ ରହିବେ । ପରିବାର ସହ ସମୟ ବିତାଇବେ ।
ଧନୁ: କର୍ମକ୍ଷେତ୍ରରେ କିଛି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟରେ କିଛି ଖାସ ଭଲା ପାଇବେ ନାହିଁ । ଘର ପାଇଁ କିଛି ନୂତନ ଦ୍ରବ୍ୟ କିଣି ପାରନ୍ତି । ଶୁଭ ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଭଲ ରହିବ ।
ମକର: ବ୍ୟବସାୟୀ ଆଜି ଅଧି ଖର୍ଚ୍ଚାନ୍ତରେ ପଡିପାରନ୍ତି । ସମ୍ପର୍କିତଙ୍କ ସହ ଅର୍ଥର କାରବାର କରନ୍ତୁ ନାହିଁ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଦିନଟି ଉତ୍ତମ ରହିବ । ସାଙ୍ଗସାଥିଙ୍କ ସହ ସମୟ ବିତାଇବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
କୁମ୍ଭ: ଜୀବନସାଥୀଙ୍କ ସହ ସମୟ ବିତାଇବା ପସନ୍ଦ କରିବେ । ଦୂରଯାତ୍ରା କରିବାର ଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଅଧିକ ସମୟ କାଟିବେ । କୌଣସି କଥାକୁ ନେଇ ଦୁଃଖରେ ରହିବେ ।
ମୀନ: ଆଜି ପରିବାର ସହ ହସଖୁସିରେ ସମୟ କାଟିବେ । ସାଙ୍ଗ ସାଥୀ ମଧ୍ୟ ଘରକୁ ଆସି ପାରନ୍ତି । ପୂଜାର୍ଚ୍ଚନାରେ ସମୟ କଟିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications