ଆଜିର ରାଶିଫଳ: ଶୁଭଫଳ ହେବ କି ଆପଣଙ୍କ ଦିନ ?
ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ସହ ଯୋଡି ହୋଇ ରୁହନ୍ତୁ ...
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ସହ ଯୋଡି ହୋଇ ରୁହନ୍ତୁ ...

ମେଷ: ଭାବପ୍ରବଣତା କାର୍ଯ୍ୟକୁ ପ୍ରଭାବିତ କରିପାରେ । କିନ୍ତୁ ଥରେ ନିଷ୍ପତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିଵାକୁ ହେବ । ପରିସ୍ଥିତିକୁ ସାମ୍ନା କରିଵାପାଇଁ ସ୍ଥିର ମନରେ ଅଗ୍ରସର ହେବାକୁ ପଡ଼ିବ ।
ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ମାନସିକ ଅଶାନ୍ତି ଭୋଗିପାରନ୍ତି ।
ମିଥୁନ: ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ ।
କର୍କଟ: ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ ନ ଉପୁଜିବାପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ ।
ସିଂହ: ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ।
ମେଷ: କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିଵ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ଵ୍ରତୀ ହେଵାପାଇଁ ସହଯୋଗ କରିଵ । ଭାଵପ୍ରଵଣତା କାର୍ଯ୍ୟକୁ ପ୍ରଭାଵିତ କରିପାରେ । କିନ୍ତୁ ଥରେ ନିଷ୍ପତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିଵାକୁ ହେଵ । ପରିସ୍ଥିତିକୁ ସାମ୍ନା କରିଵାପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେଵାକୁ ପଡ଼ିଵ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେଵ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ବ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇଵେ । ନୂତନ ଵସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେଵେ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇଵେ । ନୂଆ ଵସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେବେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇଵେ ।
ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ । ଆପଣ ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।
ଧନୁ: ଵିଦେଶ ସମ୍ପର୍କୀୟଙ୍କ ସହ ବ୍ୟବସାୟ ଵୃଦ୍ଧି ହେଵାର ଅଛି । ଦରମା ବୃଦ୍ଧି ହେବ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ ।
ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିବ । ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ ଆଡକୁ ଟାଣିନେଇପାରେ । ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡା ପାଇବେ ।
କୁମ୍ଭ: ଆଜି ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ ।
ମୀନ: ଅନିଶ୍ଚିତତା ଏବଂ ଦ୍ଵନ୍ଦ ଭିତରେ ସାରାଦିନ ବୁଡ଼ି ରହିଵେ । ସମସ୍ୟାପାଇଁ ସ୍ଥାୟୀ ପ୍ରତିକାର ପାଇଵେନାହିଁ । କଳହଠାରୁ ଦୁରେଇଵାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁରୂପେ କରନ୍ତୁ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications