Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କିପରି ରହିବ ଆପଣଙ୍କ ଦିନ,ଜାଣନ୍ତୁ

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ବିତିବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

horoscope

ମେଷ: ପ୍ରେମ ପାଇଁ ଆଜିର ଦିନଟି ଖୁବ ଲାଭଦାୟକ। ଆପଣଙ୍କ ନକରାତ୍ମକତା ଭାବନା ଆପଣଙ୍କୁ ଦୁଃଖ ଦେଇପାରେ। ଅନ୍ୟମାନଙ୍କ ସମସ୍ୟା ସମୟରେ ଆପଣ ଜଣେ ଯୋଦ୍ଧା ହୋଇଯାଆନ୍ତି କିନ୍ତୁ ନିଜ ପରିବାର କଥା ଭୁଲିଯାଆନ୍ତି ।ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ: ଆଜି ଆପଣ ଦୂର କିମ୍ୱା ଧାର୍ମିକ ସ୍ଥାନକୁ ଆରମ୍ଭ କରିପାରନ୍ତି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ଧାର୍ମିକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଭଲ ଖବର ପାଇବେ ।

ମିଥୁନ: ଆଜି ବିଶେଷ କରି ଜ୍ୟୋତିର୍ବିତ, ଚିକିତ୍ସକ, ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଗୁରୁମାନଙ୍କ ପାଇଁ ଏକ ଶୁଭ ଦିନ । ଆଜି ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଜଣେ ଦୁଇ ଥର ଭାବିବେ । ଆପଣଙ୍କ ଭାଷାକୋଷରେ ଲୋଭ ଶବ୍ଦ ନାହିଁ ଓ ଆଜି ଆପଣ ମାନବତା ପାଇଁ କାମ କରିବାକୁ ଅଧିକ ପ୍ରୋତ୍ସାହିତ ହେବେ ।

କର୍କଟ: ଆପଣଙ୍କ ପାଇଁ ଆଜିର ଦିନଟି ଖୁବ ଭଲ । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖିପାରେ । ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନର୍‌ଙ୍କ ଠାରୁ ଲାଭ ପାଇପାରନ୍ତି । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମରୁ ଦୂରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ପାଇଁ ଭଲ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ । ସମୟ ବର୍ତ୍ତମାନ ଅନୁକୂଳ ନୁହେଁ ।

କନ୍ୟା: ଆଜି ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବୀମାନଙ୍କର ପଦୋନ୍ନତି ସହ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ ।

ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ଆପଣଙ୍କର ମାନସିକ ଉତ୍ତେଜନା ବୃଦ୍ଧିପାଇପାରେ । ଆପଣଙ୍କ ମାଆ କିମ୍ୱା ଅନ୍ୟ ଜଣେ ମହିଳାଙ୍କ ସହ ମନର ଅମେଳ ଏହି ଦ୍ୱନ୍ଦର କାରଣ ହୋଇପାରନ୍ତି । ଗଣେଷଙ୍କ ମତ ଅନୁସାରେ ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିଲେ ମାନସିକ ଶାନ୍ତି ଫେରି ପାଇପାରନ୍ତି ।

ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା। ବନ୍ଧୁ ଗ୍ରହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବେ। ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ , ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ ।

ଧନୁ: ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଇଚ୍ଛା କରନ୍ତି, ତାହେଲେ ଆଜି ହିଁ କୁହନ୍ତୁ । ପ୍ରେମରେ ସାଥୀଙ୍କ ସହ ଚମତ୍କାର ସମ୍ପର୍କ ରହିବ ।

ମକର: ଆଜି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀ ମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପଦୋନ୍ନତି ହୋଇପାରେ । ସାଙ୍ଗ ମାନଙ୍କ ସହ ଖୁସିରେ ସମୟ ବିତିବ ।

କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଆପଣ ଏହା ଉପରେ ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନ କଲେ ନିଜେ କଷ୍ଟ ଭୋଗିବେ । ରୋଜଗାରକୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ।

ମୀନ: ଆପଣ ସେମାନଙ୍କ ସହ ମିଶିବା ପାଇଁ ଆଦୌ ଅପେକ୍ଷା କରିପାରିବେ ନାହିଁ କିମ୍ବା ଅଫିସରୁ ଘରକୁ ଯାଇ ପାରିବେନି କିମ୍ବା ଫୋନରେ ପ୍ରେମାଳାପ କରିବାରୁ ନିବୃତ୍ତ ରହିପାରିବେନି, ତେଣୁ ଆଜି ଦିନଟି ଶୁଭଙ୍କର । ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂ ଆପଣଙ୍କୁ ନୂଆ କ୍ୟାରିଅର୍ ଆରମ୍ଭ କରିବାର ସୁଯୋଗ ମିଳିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+