ଗୁରୁବାର ରାଶିଫଳ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି
ମେଷ: ମେଷ ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ଘରକୁ ବନ୍ଧୁ ଆସିପାରନ୍ତି । ପାରିବାରିକ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ଅଯଥା କଥାବାର୍ତ୍ତାରୁ ଦୂରେଇ ରହିବାକୁ ପଡିବ। ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ।
ବୃଷ: ନିଜ ସ୍ୱାସ୍ଥ୍ୟ ପ୍ରତି ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ନୂତନ ପ୍ରକଳ୍ପରେ କାମ କରିପାରିବେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନ।
ମିଥୁନ: ଆଜି ନୂତନ ଯୋଜନା ଆରମ୍ଭ କରି ପାରନ୍ତି । ବ୍ୟବସାୟ ଲାଭ ହେବ । ନୂତନ ଘର କିମ୍ବା ଜମି କିଣିବାର ଯୋଜନା କରି ପାରନ୍ତି । ପିଲାମାନଙ୍କର ଶିକ୍ଷାକୁ ଚିନ୍ତାରେ ରହିବେ।
କର୍କଟ: ଆଜିର ଦିନଟି ବହୁତ ଫଳପ୍ରଦ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଯୋଜନା କରିପାରନ୍ତି । ସମସ୍ୟାର ସମାଧାନ ମଧ୍ୟ ହେବ। ନିଜ କାମ ପ୍ରତି ଟିକେ ସତର୍କ ରହିବାକୁ ପଡିବ। ଖର୍ଚ୍ଚ ବୃଦ୍ଧି ହେବ ଚିନ୍ତାରେ ରହିବେ ।

ସିଂହ: ଆଜିର ଦିନଟି ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ପାରିବାରିକ ଜୀବନ ଖୁସିରେ କଟିବ। ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାମ ସମାପ୍ତ ହେବ । ଭଉଣୀଙ୍କ ସହ ସମ୍ପତ୍ତିକୁ ନେଇ ବିବାଦ ରହିବ ।
କନ୍ୟା: କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ସମାପ୍ତ କରିବାରେ ବ୍ୟସ୍ତ ରହିବେ । ମନ ଅଶାନ୍ତ ରହିବ। ଛାତ୍ରମାନେ ବୋଝରୁ ମୁକ୍ତି ପାଇବେ। ଆପଣ ପରିବାର ସଦସ୍ୟଙ୍କ ସହିତ ଭଲରେ ସମୟ କଟିବ ।
ତୁଳା: ନିଜ କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ଦେଇଥିବା ଟଙ୍କା ଫେରି ପାଇବେ । ପାରିବାରିକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଉଚିତ ।
ବିଛା: କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାର ଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବାକୁ ପଡିବ। ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଝଗଡ଼ା ର ସମାଧାନ ହେବ । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ।
ଧନୁ: ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବା ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଖୁସି ଅନୁଭବ କରିପାରନ୍ତି । ଆଜି କେହି ପୁରୁଣା ବନ୍ଧୁ ଉପହାର ଦେବାର ସମ୍ଭାବନା ରହିଛି ।
ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସିର ଦିନଟି, ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା ସହିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେବେ ।
କୁମ୍ଭ: ଆପଣଙ୍କ ପାଇଁ ଦିନ ଟି ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନି ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍ କରିବ।
ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ । କାରଣ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣା ପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications