ପର୍ସରେ ରଖନ୍ତୁ ନାହିଁ ୪ଟି ଜିନିଷ
Vastu Tips: ବାସ୍ତୁ ଶାସ୍ତ୍ର ଶକ୍ତି ଉପରେ ଆଧାରିତ । ସକରାତ୍ମକ ଶକ୍ତି ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ଅନ୍ୟପକ୍ଷରେ ନକାରାତ୍ମକ ଶକ୍ତି ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ କିମ୍ବା ଘରେ ଅନେକ ସମୟରେ ଆର୍ଥିକ ସଙ୍କଟ ଲାଗି ରହିଛି, ତେବେ ହୁଏତ ବାସ୍ତୁ ସମସ୍ୟା ଥାଇପାରେ ।
ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ପର୍ସରେ ରଖାଯାଇଥିବା କିଛି ଏପରି ଜିନିଷ ବ୍ୟକ୍ତିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଯେଉଁଥି ପାଇଁ ଅର୍ଥ ଅଭାବ ଲାଗି ରହିଥାଏ । ତେବେ ଏପରି କିଛି ଜିନିଷ ଆଦୌ ପର୍ସରେ ରଖିବା ଉଚିତ୍ ନୁହେଁ। ଚାଲନ୍ତୁ ଜାଣିବା କ'ଣ ପର୍ସରେ ରଖିବା ଉଚିତ ।

ଟଙ୍କା ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ପର୍ସରେ କେବେ ବି ଟଙ୍କା ମୋଡିକି ରଖନ୍ତୁ ନାହିଁ । ନୋଟ୍ ସବୁ ବେଳେ ସିଧା ଏବଂ ସଜେଇକି ରଖନ୍ତୁ । କୌଣସି ତୀକ୍ଷ୍ଣ କିମ୍ବା ଧାତୁ ଜିନିଷକୁ ପର୍ସରେ ରଖିବା ଉଚିତ୍ ନୁହେଁ । ପର୍ସରେ ଛୁରୀ, ପିନ୍ ଏବଂ ଚାବି ଭଳି ଜିନିଷ ରଖିବା ଅନୁଚିତ । ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଏପରି କରିବା ଦ୍ୱାରା ବ୍ୟକ୍ତି ଧୀରେ ଧୀରେ ଦାରିଦ୍ର ଆଡକୁ ଗତି କରିଥାଏ ।
ପର୍ସକୁ କେବେବି ଖାଲି ରଖିବା ଉଚିତ୍ ନୁହେଁ । ଏହା ଅର୍ଥ ଅଭାବର ଏକ ସଙ୍କେତ । ତେଣୁ, ଅଳ୍ପ ପରିମାଣରେ ହେଲେ ମଧ୍ୟ ସବୁ ବେଳେ ପର୍ସରେ ଟଙ୍କା ରଖନ୍ତୁ । ବିଲ୍ କିମ୍ବା ପୁରୁଣା ରସିଦ ପରି ଜିନିଷକୁ ନିଜ ପର୍ସ କିମ୍ବା ୱାଲେଟରେ ରଖନ୍ତୁ ନାହିଁ ।
ପର୍ସରେ କାଗଜ ରଖିବା ଦ୍ୱାରା ରାହୁଙ୍କ ଦୋଷ ସୃଷ୍ଟି ହୁଏ । ଯାହା ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି କରିଥାଏ । ତେଣୁ ପର୍ସରୁ ପୁରୁଣା ଜିନିଷ ରଖନ୍ତୁ ନାହିଁ । ସେହିପରି ପିତୃପୁରୁଷଙ୍କୁ ସମ୍ମାନ ଦେବା ଉଚିତ୍ କିନ୍ତୁ ସେମାନଙ୍କ ଫଟୋ କେବେ ବି ପର୍ସରେ ରଖିବା ଉଚିତ୍ ନୁହେଁ । ଏପରିକି ପର୍ସରେ ଭଗବାନଙ୍କ ଫଟୋ ମଧ୍ୟ କେବେବି ରଖିବା ଉଚିତ୍ ନୁହେଁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications