Vastu tips: ଘରର ଏହି ସବୁ ଦିଗରେ ଏହିସବୁ ଜିନିଷ ଥିଲେ ପରିବାରରେ ଦେଖାଦେଇଥାଏ .... ଏହାର କରନ୍ତୁ ପ୍ରତିକାର, ନଚେତ୍

Vatu tips: ଅନେକ ସମୟରେ ଆମେ ଦେଖି ଆସିଛୁ ବିବାହ, ସ୍ୱାସ୍ଥ୍ୟ, ଭବିଷ୍ୟତକୁ ନେଇ ସମସ୍ୟା ଉପୁଜୁଥିବାର । ଏପରି ସମସ୍ୟା ଉପୁଜିବାର କାରଣ ହେଉଛି ବାସ୍ତୁ ଶାସ୍ତ୍ର ନମାନି ଘର ତୋଳିବା, ଆସବାବ ପତ୍ର ରଖିବା ଇତ୍ୟାଦି । ଆପଣ ଯଦି ବାସ୍ତୁ ଶାସ୍ତ୍ରକୁ ଧାନ ଦେଉନାହାଁନ୍ତି ତେବେ ଏହି ସମସ୍ୟା ଉପୁଜିବା ସ୍ୱାଭାବିକ କଥା । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କୁ କିପରି ଦୂର କରଯାଇ ପାରିବ । ବିବାହ ଝିଅଙ୍କ ପାଇଁ ହେଉଛି ଜୀବନ ସଦୃଶ।

ପ୍ରତ୍ୟେକ ଝିଅ ନିଜ ଘର, ନିଜ ବର ଭଲ ହେଉ । ସେ ସୁଖ, ଶାନ୍ତିରେ ଜୀବନ ବିତାନ୍ତୁ ଇତ୍ୟାଦି । କିନ୍ତୁ ଅନେକ ସମୟରେ ଦେଖାଯାଇଛି ଝିଅମାନଙ୍କର ବିବାହରେ ବାଧା ବିଘ୍ନ, ବିଜର ବିବାହ ଭଳି ବହୁ ସମସ୍ୟା । ସାଧାରଣତଃ ଝିଅମାନେ ଯଦି ଉତ୍ତର-ପଶ୍ଚିମ ଦିଗରେ ଥିବା ପ୍ରକୋଷ୍ଠରେ ରହିିଥାନ୍ତି ତେବେ ଏହି ସମସ୍ୟା ଉପୁଜୁଥାଏ । ବାସ୍ତୁଶାସ୍ତ୍ର ନିୟମାନୁସାରେ ପୂର୍ବ- ପଶ୍ଚିମ ଦିଗ ଶୁଭଙ୍କର ହୋଇଥାଏ । ଭବିଷ୍ୟତରେ ସମସ୍ତେ ନିଜ ନିଜ ଜୀବନରେ ସଫଳତା ଆଶା କରିଥାନ୍ତି ଏହା ଦ୍ୱାରା ନିଜର ଗୌରବ ବୃଦ୍ଧି ହେବା ସହ ସମାଜରେ ଖ୍ୟାତି ମଧ୍ୟ ମିଳିଥାଏ।

vastu tips

ହେଲେ କିଛି କାରଣ ପାଇଁ ଭବିଷ୍ୟତରେ ବାଧାବିଘ୍ନ ଉପୁଜିଥାଏ । ଯଦି ଦକ୍ଷିଣ-ପୂର୍ବ ଦିଗ ପ୍ରକୋଷ୍ଠରେ ଦରଜା ଥାଏ ତେବେ ତାହା ଶୁଭଙ୍କର ହୋଇଥାଏ । ଦକ୍ଷିଣ-ପଶ୍ଚିମ କୋଣରେ କରୁଥିଲେ ତାହା ମଧ୍ୟ ଶୁଭକାରକ ହୋଇଥାଏ । ସ୍ୱାସ୍ତ୍ୟ ଆପଣ କ୍ଲାନ୍ତି , ଦୁର୍ବଳ, ଅସୁସ୍ଥ ଅନୁଭବ କରୁଥିଲେ ତାହା ବାସ୍ତୁ ସମସ୍ୟା ବୋଲି ଆପଣଙ୍କୁ ମାନିନେବାକୁ ହେବ । ଏହା ଦ୍ୱାରା ହାଡ଼ ମେରୁଦଣ୍ଡରେ ସମସ୍ୟା ଦେଖାଯାଇଥାଏ। ବାସ୍ତୁ ଶାସ୍ତ୍ର ନିୟମାନୁସାରେ ଏଭଳି ସମସ୍ୟାର ଉପଚାର କଲେ ତ୍ରାହି ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+