Surya Grahan 2022 Live Updates: ଶେଷ ହେଲା ଖଣ୍ତଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ
ଆଜି ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ । ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ ।
Solar Eclipse (Surya Grahan) 2022 Live Updates in Odia: ଆଜି ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ । ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏଣୁ ଏହି ଦିନ ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ତେବେ ସୂର୍ଯ୍ୟପରାଗର ଟିକିନିକି ଖବର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରହିଥାନ୍ତୁ...

ଭୁବନେଶ୍ୱରରେ ୫ଟା ୧୬ ଯାଏଁ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ
#PartialSolarEclipse as seen in the sky of Bhubaneswar, Odisha. pic.twitter.com/QZGY7rzkAB
— ANI (@ANI) October 25, 2022
ଦିଲ୍ଲୀରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ
Partial solar eclipse as witnessed in Jammu (pic 1) and Amritsar (pic 2) pic.twitter.com/gnvxZ8Gntm
— ANI (@ANI) October 25, 2022
ଭାରତରେ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ
Partial solar eclipse underway, visible over most of India apart from some parts in the northeast
Visual from Delhi pic.twitter.com/J7M4Lwuv6i
— ANI (@ANI) October 25, 2022
ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟରେ କ'ଣ ପାଇଁ ରଖାଯାଏ ତୁଳସୀ ପତ୍ର: ତୁଳସୀ ପତ୍ରକୁ ହାଣ୍ଡି ଛାଡ ପୂର୍ବରୁ ଖାଦ୍ୟରେ ମିଶାଯାଇ ରଖାଯାଏ କାରଣ ମାନ୍ୟତା ରହିଛି ଯେ ସୂର୍ଯ୍ୟ ପରାଗ ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଯାହା ଦ୍ୱାରା ଖାଦ୍ୟ ଅପରିଷ୍କାର ହୋଇଯାଏ ଏହି କାର୍ଯ୍ୟ କରିବା ଦ୍ୱାରା ଖାଦ୍ୟ ପବିତ୍ର ରହିବା ସହିତ ନକାରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ । ଏହି ସମୟରେ ନିଜ ଇଷ୍ଠ ଦେବାଦେବୀଙ୍କ ନାମ ଜପ କରିବା ଉଚିତ୍।
ଓଡିଶାରେ କେଉଁଠି ଓ କେତେ ସମୟ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ ?
କେନ୍ଦ୍ରାପଡା - ୪.୫୬ ରୁ ୫.୧୩ (୧୭ମିନିଟ୍)
ଜଗତସିଂହପୁର- ୪.୫୬ ରୁ ୫.୧୪ (୧୮ ମିନିଟ୍)
ଭଦ୍ରକ- ୪.୫୪ ରୁ ୫.୧୨ (୧୮ମିନିଟ୍)
ମୟୁରଭଞ୍ଜ- ୪.୫୨ ରୁ ୫.୧୦ (୧୮ମିନିଟ୍)
ଯାଜପୁର- ୪.୫୫ ରୁ ୫.୧୩ (୧୮ମିନିଟ୍)
ପୁରୀ- ୪.୫୭ ରୁ ୫.୧୬ (୧୯ମିନିଟ୍)
ଖୋର୍ଦ୍ଧା- ୪.୫୭ ରୁ ୫.୧୭ (୨୦ମିନିଟ୍)
କଟକ ୪.୫୬ ରୁ ୫.୧୫ (୨୦ମିନିଟ୍)
ଢେଙ୍କାନାଳ ୪.୫୫ ରୁ ୫.୧୬ (୨୧ମିନିଟ୍)
ଗଞ୍ଜାମ ୪.୫୮ ରୁ ୫.୨୦ (୨୨ମିନିଟ୍)
ନୟାଗଡ ୪.୫୬ ରୁ ୫.୧୮ (୨୩ମିନିଟ୍)
କେନ୍ଦୁଝର ୪.୫୩ ରୁ ୫.୧୬ (୨୩ମିନିଟ୍)
କଳାହାଣ୍ଡି ୪.୫୬ ରୁ ୫.୧୯ (୨୩ମିନିଟ୍)
ଅନଗୁଳ ୪.୫୪ ରୁ ୫.୧୮ (୨୪ମିନିଟ୍)
ଗଜପତି ୪.୫୯ ରୁ ୫.୨୩ (୨୫ମିନିଟ୍)
ବୌଦ୍ଧ ୪.୫୪ ରୁ ୫.୨୧ (୨୭ମିନିଟ୍)
ଦେବଗଡ ୪.୫୨ରୁ ୫.୧୯ (୨୭ମିନିଟ୍)
କନ୍ଧମାଳ ୪.୫୫ ରୁ ୫.୨୩ (୨୮ମିନିଟ୍)
ସମ୍ବଲପୁର ୪.୫୨ ରୁ ୫.୨୦ (୨୮ମିନିଟ୍)
ରାୟଗଡା ୪.୫୭ ରୁ ୫.୨୬ (୨୯ମିନିଟ୍)
ବରଗଡ ୪.୫୨ରୁ ୫.୨୨ (୩୦ମିନିଟ୍)
ସୋନପୁର ୪.୫୪ ରୁ ୫.୨୪ (୩୦ମିନିଟ୍)
ଝାରସୁଗୁଡା ୪.୫୧ରୁ ୫.୨୧ (୩୦ମିନିଟ୍)
ସୁନ୍ଦରଗଡ ୪.୫୦ ରୁ ୫.୨୧ (୩୧ମିନିଟ୍)
କୋରାପୁଟ ୪.୫୮ ରୁ ୫.୨୯ (୩୧ମିନିଟ୍)
ବଲାଙ୍ଗିର ୪.୫୩ ରୁ ୫.୨୫ (୩୧ମିନିଟ୍)
ମାଲକାନାଗିରି ୪.୫୯ ରୁ ୫.୩୩ (୩୪ମିନିଟ୍)
ନବରଙ୍ଗପୁର ୪.୫୭ ରୁ ୫.୩୧ (୩୪ମିନିଟ୍)
ନୂଆପଡା ୪.୫୨ ରୁ ୫.୨୮ (୩୬ମିନିଟ୍)
READ MORE
More From
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....














Click it and Unblock the Notifications