Shani Gochar 2025: ରାଶି ପରିବର୍ତ୍ତନ କରିବେ ଶନି, ଏହି ରାଶିର ବଢିବ ସମସ୍ୟା
Shani Gochar 2025: ୨୯ ମାର୍ଚ୍ଚରେ ଶନି କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ। ଶନିଙ୍କ ଏହି ଗୋଚର ସମୟରେ ଅନେକ ରାଶିକୁ ସତର୍କ ରହିବା ପାଇଁ ପଡିବ । ନ୍ୟାୟର ଦେବତା ଶନି ଦେବ ମହାରାଜ ମାର୍ଚ୍ଚ ମାସରେ ତାଙ୍କ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମାର୍ଚ୍ଚ ଶେଷରେ ଶନିଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୯ ମାର୍ଚ୍ଚରେ ଶନି କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ। ଶନି ୩ ଜୁନ୍ ୨୦୨୭ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ।
ମେଷ ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡିବ। ଚାକିରି ଏବଂ କ୍ୟାରିୟରରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରି ପଦକ୍ଷେପ ନିଅନ୍ତୁ । ପାରିବାର ମଧ୍ୟରେ ଆଶାନ୍ତି ଲାଗି ରହିବ ।

ସିଂହ ରାଶିର ଲୋକଙ୍କୁ ୨୯ ମାର୍ଚ୍ଚ ପରେ ସତର୍କ ରହିବାକୁ ପଡିବ। ଏହି ସମୟ ମଧ୍ୟରେ ସିଂହ ରାଶି ଲୋକଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ନଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
୨୯ ମାର୍ଚ୍ଚ ପରେ ଧନୁ ରାଶିର ଲୋକଙ୍କୁ ମଧ୍ୟ ସତର୍କ ରହିବା ପାଇଁ ପଡିବ । ଏହି ସମୟ ମଧ୍ୟରେ ଧନୁ ରାଶିର ବ୍ୟକ୍ତିଙ୍କୁ ଆୟ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମାନସିକ ଚାପର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ। ରାଗିବା ଠାରୁ ଦୂରେଇ ରୁହନ୍ତୁ।












Click it and Unblock the Notifications