16 ନଭେମ୍ବର 2024 ଶନିବାର ରାଶିଫଳ: ଏହି ରାଶିରେ ଉପରେ ହେବ ଧନ ବର୍ଷା
ମେଷ ରାଶି: ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ବନ୍ଧୁଙ୍କ ସହ ଦେଖା ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସୁସ୍ୱାଦୁ ଭୋଜନ କରିବେ । ଦୂରସ୍ଥାନକୁ ଯାତ୍ରା କରିବା ବେଳେ ସାବଧାନତାର ସହିତ ଯାଆନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମନ ଭଲ ରହିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ ।
ବୃଷ ରାଶି: ଆଜି ପରିବାରରେ କିଛି ସମସ୍ୟା ଦେଖାଦେଇ ପାରେ । ମାନସିକ ଦୁଶ୍ଚିନ୍ତା ବଢିଯିବ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ବ୍ୟବସାୟରେ ବ୍ୟୟ ଭାର ବୃଦ୍ଧି ହେବାର ସମ୍ଭାବନା ରହିଛି ।

ମିଥୁନ ରାଶିର: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଦେଇଥିବା ଟଙ୍କା ଫେରି ପାଇବେ । ପ୍ରତ୍ୟକ କାମରେ ଆଜି ସଫଳତା ପାଇବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ବିତାଇବେ । ଛାତ୍ରଛାତ୍ରୀ ମାନେ କୌଣସି ଶୁଭ ସମାଚାର ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଜୀବନସାଥୀଙ୍କ ସହ ମତାନ୍ତରକୁ ନେଇ ଚିନ୍ତାରେ ରହିବେ ।
କର୍କଟ ରାଶି: ସୁସ୍ଥ ରହିବେ । ଭବିଷ୍ୟତ ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି । କିଛି ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ । ବିବାଦଠାରୁ ଦୁରେଇ ରୁହନ୍ତୁ । ବ୍ୟବସାୟରେ ଲାଭ ପାଇବେ । କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ହେଲେ ପରବର୍ତ୍ତୀ ସମୟରେ ସଫଳତା ମିଳିବ ।
ସିଂହ ରାଶି : ଶୁଭ ସମ୍ବାଦ ପାଇବେ । ଧନ ଲାଭ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟୀଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ଖର୍ଚ୍ଚ କମ୍ ହେବ । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
କନ୍ୟା ରାଶି : ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବେ । କଳହ କରନ୍ତୁ ନାହିଁ, ଅସୁବିଧାରେ ପଡିପାରନ୍ତି । କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ । ବିବାଦରୁ ଦୁରେଇ ରୁହନ୍ତୁ । ପରିବାର ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିବ ।
ତୁଳା ରାଶି: ଦୁର ସ୍ଥାନକୁ ଯାତ୍ରା କରିପାରନ୍ତି । ଜମିବାଡ଼ି ନେଇ କିଛି ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ । ପତିପତ୍ନୀଙ୍କ ମଧ୍ୟରେ ମତଭେଦ ହେବ । ଛାତ୍ରଛାତ୍ରୀ ଆଜି କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡିକରେ ସଫଳତା ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।
ବିଛା ରାଶି : ଅନ୍ୟମାନଙ୍କ ପରାମର୍ଶରେ ବ୍ୟବସାୟିକ ନିଷ୍ପତ୍ତି ନେବା ଠାରୁ ଦୁରେଇ ରୁହନ୍ତୁ । କାର୍ଯ୍ୟରତ ବ୍ୟକ୍ତି ଆଜି ଯାତ୍ରା କରିପାରନ୍ତି । ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି ।
ଧନୁ ରାଶି: ବ୍ୟବସାୟରେ ବଡ଼ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଛାତ୍ରଛାତ୍ରୀ ପାଠପଢାରେ ମନ ଦେବେ । ଆୟ ତୁଳନାରେ ବ୍ୟୟ କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ପରିବାରର ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କର ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଆଜି ସଫଳତା ପାଇବେ । ମନ ଭଲ ରହିବ ।
ମକର ରାଶି: ଆଜି ଆପଣ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟରେ ଲାଭ ମିଳିବ । ମନ ଖୁସି ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦମ୍ପତ୍ୟ ଜୀବନ ସୁଖଦ ହେବ । ଅଜଥା ବିତର୍କଠୁ ଦୁରରେ ରୁହନ୍ତୁ ।
କୁମ୍ଭ ରାଶି: ପରିବାର ସହିତ ସମୟ ବିତାଇବା ପାଇଁ ପସନ୍ଦ କରିବେ । ବ୍ୟବସାୟରେ ଆର୍ଥିକ ଲାଭ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
ମୀନ ରାଶି: ପ୍ରେମରେ ଆଜି ସଫଳତା ପାଇବେ । ସ୍ୱାସ୍ଥ୍ୟ ସମନ୍ଧୀୟ ସମସ୍ୟା ଦୁର ହେବ । ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବେପାରରେ ସଫଳତା ହାସଲ କରିବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications