ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ପରିବାରରେ ସକରାତ୍ମକ ପରିବେଶ ହେବ ସୃଷ୍ଟି
ଭୁୁବନେଶ୍ୱର: ଆପଣଙ୍କ ଜୀବନରେ ସମସ୍ୟା ଲାଗି ରହୁ ଛି କି ? ଆପଣ ସମାଧାନର ବାଟ ବାହାର କରିପାରୁ ନାହାନ୍ତି କି ? ତାହା ହେଲେ ଆପଣଙ୍କ ଘର ମୁଖ୍ୟ ଦ୍ୱାର ବନ୍ଧ ମଧ୍ୟ ହେଇଥାଇପା ପାରେ ସମସ୍ୟାର କାରଣ । ବାସ୍ତୁ ଶାସ୍ତ୍ର ଅନୁସାରେ, ଆପଣ ଯଦି ଘରେ କିଛି ମାଙ୍ଗଳିକ ଚିହ୍ନ ରଖିବେ ତାହା ହେଲେ କୌଣସି ବିପଦ ଆପଣଙ୍କ ପାଖ ମାଡିବ ନାହିଁ ।
ଯଦି ଆପଣ ଆର୍ôଥକ ସ୍ଥିତି ରେ ଉନ୍ନତି । ଚାହୁଁଛନ୍ତି ତାହେଲେ ଘରର ମୁଖ୍ୟ ଦ୍ୱାରରେ ଏହି ସବୁ ଜିନିଷ ଲଗାଇ ଆର୍ôଥକି ସ୍ଥିତିରେ ଉନ୍ନତି ଆଣିବା ଏବଂ ସୁଖ ସମ୍ବୃଦ୍ଧିର ଅଧିକାରୀ ହୋଇପାରିବେ । ବାସ୍ତୁ ଶାସ୍ତ୍ର ଶାସ୍ତ୍ର ଅନୁସାରେ ଆପଣ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଆବଶ୍ୟକ । ମୁଖ୍ୟ ଦ୍ୱାର ଆଗରେ ତୁଳସୀ ଗଛ ହିନ୍ଦୁ ପରମ୍ପରାରେ ସମସ୍ତେ ଘର ଆଗରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଏବଂ ଘରେ ଧନ ସହ ଶାନ୍ତି ବୃଦ୍ଧି ହୋଇଥାଏ ।

ଲକ୍ଷ୍ମୀଙ୍କ ପାଦ ଚିହ୍ନ ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ମା'ଲକ୍ଷ୍ମୀଙ୍କ ପାଦ ଚିହ୍ନ ଲଗାଇବା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରେନାହିଁ । ଏହା ସହ ମା' ଲକ୍ଷ୍ମୀଙ୍କ କୃପା ଘରେ ସବୁବେଳେ ରହିଥାଏ । ଲକ୍ଷ୍ମୀଙ୍କ ଫଟୋ ଚିତ୍ର ଲକ୍ଷ୍ମୀଙ୍କ ପାଦ ଚିହ୍ନ ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ । ଏହା ଦ୍ୱାରା ପରିବାରରେ କେବେବି ଆର୍ôଥକ ସଙ୍କଟ ଦେଖାଦିଏ ନାହିଁ । ଏହା କରିବା ଦ୍ୱାରା ମା' ଲକ୍ଷ୍ମ ପ୍ରସନ୍ନ ହୋଇଥାନ୍ତି । ସ୍ୱସ୍ତିକ ଚିହ୍ନ ବାସ୍ତୁ ଶାସ୍ତ୍ର ଅନୁ ସାରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇଥାଏ ଏହାଦ୍ୱାରା ଘରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।












Click it and Unblock the Notifications