August 2024 Horoscope: ଅଗଷ୍ଟ ରାଶିଫଳ, ଏହି ୪ ରାଶିର ଉପରେ ପଡିବ ପ୍ରଭାବ

August 2024 Horoscope:

ମେଷ ରାଶି: ମାସର ଆରମ୍ଭରୁ 23 ଅଗଷ୍ଟ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଶୁଭ ସମୟ ରହିବ । ଅନେକ କ୍ଷେତ୍ରରେ ଲାଭ ମିଳିବ । ଅଗଷ୍ଟରେ ଅଧିକ ଖର୍ଚ୍ଚ ବୃଦ୍ଧି ଘଟିବାକୁ ଯାଉଛି, ଯାହାର ପ୍ରଭାବ ଆପଣଙ୍କ ଘରର ବଜେଟ୍ ଉପରେ ପଡିବ । ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ 21 ଅଗଷ୍ଟ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଭଲ ରହିବ । କାରଣ ଲକ୍ଷ୍ମୀନାରାୟଣ ଯୋଗ ଗଠନ ହେବ । କଠିନ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଏହି ମାସ ଭଲରେ କଟିବ ।

August Horoscope

ସିଂହ ରାଶି: ଏହି ମାସରେ ଗ୍ରହ ପରିବର୍ତ୍ତନ ହେବ । ଯାହା ଆପଣଙ୍କ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଇପାରେ । ଶନି ଏବଂ ରାହୁ ପାଇଁ ଏପରି କିଛି ସ୍ଥିତି ହୋଇପାରେ ଯାହା ଆପଣଙ୍କ ଜୀବନରେ ଅଶାନ୍ତିର ପରିସ୍ଥିତି ସୃଷ୍ଟି କରିପାରେ । 25 ଅଗଷ୍ଟ ପର୍ଯ୍ୟନ୍ତ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ ରାଶି: ଏହି ମାସ ପ୍ରେମ ସମ୍ପର୍କ ପାଇଁ କିଛି ସମସ୍ୟା ସୃଷ୍ଟି ହୋଇପାରେ । 15 ଅଗଷ୍ଟ 2024 ପର୍ଯ୍ୟନ୍ତ ବିଶେଷ ସତର୍କତା ଅବଲମ୍ବନ କରିବ ପାଇଁ ପଡିବ । ଆପଣଙ୍କ ସାଙ୍ଗସାଥୀଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ଚାକିରି ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ ସମ୍ଭାବନା ରହିଛି । ତେଣୁ ଯେଉଁ ନିଷ୍ପତ୍ତି ନେଉଛନ୍ତି ଭାବି ଚିନ୍ତି ନିଅନ୍ତୁ ।

ମକର ରାଶି: ଅଗଷ୍ଟ ମାସ ଆପଣଙ୍କ ପାଇଁ ମିଶ୍ରିତ ରହିବ । ହେଲେ ଆପଣଙ୍କୁ ସାବଧାନ ରୁହିବା ପାଇଁ ପଡିବ । ଆପଣଙ୍କ ପ୍ରେମ ସମ୍ପର୍କ ଉପରେ ପ୍ରଭାବ ପଡିପାରେ । କ୍ରୋଧରୁ ଦୂରେଇ ରୁହନ୍ତୁ ରାଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ୍ କ୍ଷତିରେ ପଡିପାରନ୍ତି । ସମସ୍ୟା ପଡିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+