ଚନ୍ଦ୍ରଗ୍ରହଣ ୨୦୨୩ ଲାଇଭ୍ ଅପଡେଟ୍: ଦେଖନ୍ତୁ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣର ବିରଳ ଫଟୋ...
Chandra Grahan 2023 Live Update: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସମାପ୍ତ ହୋଇଛି। ବୈଶାଖ ପୁର୍ଣିମା ତଥା ବୁଦ୍ଧ ପୁର୍ଣିମାରେ ଘଟିଥିବା ଏହି ଗ୍ରହଣ ରାତି 8.44 ରୁ ଆରମ୍ଭ ହୋଇ, ରାତି ପ୍ରାୟ 10. 52 ରେ ଶିଖରରେ ପହଞ୍ଚିଥିଲା ଏବଂ ରାତି ଗୋଟାଏ ଏକ ମିନିଟରେ ସମାପ୍ତ ହୋଇଛି। ଏହା 4 ଘଣ୍ଟା 18 ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଦୃଶ୍ୟମାନ ହେବ ନାହିଁ ।

ସମାପ୍ତ ହେଲା ବିରଳ ଉପଛାୟା ଚନ୍ଦ୍ର ଗ୍ରହଣ
ଭାରତର ବିଭିନ୍ନ ସହରରେ ଚନ୍ଦ୍ରଗ୍ରହଣର ସମୟ
LIVE: Watch the total lunar eclipse with NASA!
We're streaming eclipse views from around the world and talking with our lunar experts. Send us your Moon questions using #AskNASA: https://t.co/zhsa12QW50
— NASA (@NASA) May 16, 2022
ଦେଖନ୍ତୁ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣର ବିରଳ ଫଟୋ...
Excitement is in the air, More than 150 students and visitors enjoyed the penumbral Lunar eclipse @RSCBhuj on occasion of #BudhPurnima @vnehra @narottamsahoo @InfoGujcost @GujScienceCity @IIABengaluru @asipoec @somakrc @ydnad0 @CollectorKutch @Bhujmahiti pic.twitter.com/IgM6OwfMos
— Regional Science Centre Bhuj (@RscBhuj) May 5, 2023















Click it and Unblock the Notifications