Lunar Eclipse 2022: କେଉଁ ରାଶି ପାଇଁ କେମିତି ରହିବ ଚନ୍ଦ୍ରଗ୍ରହଣ
Lunar Eclipse 2022: କେଉଁ ରାଶି ପାଇଁ କେମିତି ରହିବ ଚନ୍ଦ୍ରଗ୍ରହଣ
Lunar Eclipse 2022: ୨୦୨୨ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା କାଲି ଲାଗିବା ପାଇଁ ଯାଉଛି । ଓଡ଼ିଶାର ଲୋକେ ଏହାକୁ ଦେଖିପାରିବେ ନାହିଁ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ । ତେବେ ଚାଲନ୍ତୁ ଜାଣିବା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣର, କେଉଁ ରାଶି ଉପରେ କିଭଳି ପ୍ରଭାବ ପ୍ରକାଇବ ।
ମେଷ - ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ଆପଣଙ୍କ ରାଶିରେ ଲାଗୁଛି । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ କ୍ଷତିକାରକ । ମାନସିକ ଅବସାଦ ବଢାଇପାରେ । ସତର୍କ ରୁହନ୍ତୁ ।
ବୃଷ - ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭଲ ଫଳ ଦେବା ନାହିଁ । ଅର୍ଥହାନି ଘଟିବା ସହ କଠିନ ପରିଶ୍ରମ କରିବାକୁ ପଡିପାରେ ।
ମିଥୁନ - ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବ । କ୍ୟାରିୟର-ବ୍ୟବସାୟରେ ଭଲ ଫଳାଫଳ ଏବଂ ଭଲ ଲାଭ ହୋଇପାରେ ।
କର୍କଟ- ଆପଣ କାର୍ଯ୍ୟରେ ସଫଳତା ପାଇବେ । କଠିନ ପରିଶ୍ରମ କଲେ ଭଲ ଫଳ ମିଳିପାର ।

ସିଂହ- ଆପଣ କିଛି ଭଲ ଖବର ପାଇପାରିବେ । କର୍ମ କ୍ଷେତ୍ରରେ ନୂତନ ଦାଇତ୍ୱ ନେଇ ପାରନ୍ତି ।
କନ୍ୟା- ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କିଛି ଖାସ୍ ସୁଫଳ ଦେବ ନାହିଁ । ଏହାସହ ପାରିବାରିକ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
ତୁଳା - ଏହି ରାଶିର ଲୋକଙ୍କୁ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବାରଣ କରାଯାଇଛି । ସ୍ୱାସ୍ଥ୍ୟ ଉପରେ ନାକାରାତ୍ମକ ପ୍ରଭାବ ପଡିବ । ଟଙ୍କା ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି ।
ବିଛା- ଆପଣଙ୍କୁ ଧୈର୍ଯ୍ୟବାନ ହେବାକୁ ପଡିବ, ନଚେତ୍ ଏହି ଚନ୍ଦ୍ରଗ୍ରହଣରେ ଆପଣଙ୍କୁ ଅନେକ କ୍ଷତି ସହିବା ପାଇଁ ପଡିପାରେ । ସଜାଗ ରୁହନ୍ତୁ ।
ଧନୁ ରାଶି-ଏହି ରାଶିକ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ମକର ରାଶି- ଏହି ରାଶିର ଲୋକଙ୍କୁ ଟଙ୍କା ନଷ୍ଟ, କର୍ମକ୍ଷେତ୍ରରେ ଅପମାନର ସମ୍ମୁଖୀନ ହେବାକୁ ପଡିପାରେ ।
କୁମ୍ଭ- ଏହି ରାଶିର ଲୋକଙ୍କ ପାଇଁ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।
ମୀନ- ଅଧିକ କ୍ଷତି ହେବାର ସମ୍ଭାବନା ଅଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications