Lunar Eclipse 2021 Live Updates: ଶେଷ ହେଲା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ
ନଭେମ୍ବର 19 (ଆସନ୍ତାକାଲି) ଅର୍ଥାତ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ଶୁକ୍ଲା ପକ୍ଷର ପୂର୍ଣ୍ଣିମା (କାର୍ତ୍ତିକ ପୂର୍ଣ୍ଣିମା) ଦିନ ଲାଗିବାକୁ ଥିବା ଏହି ଚନ୍ଦ୍ରଗ୍ରହଣର ସବିଶେଷ ତଥ୍ୟ, ପ୍ରଭାବ, ପାଳନ ଆଦି ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଆମେ ଦେବାକୁ ଆପଣ
ନମସ୍କାର, ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣର ଲାଇଭ କଭରେଜକୁ ଆପଣଙ୍କୁ ସ୍ବାଗତ । ଆଜି ଲାଗିଥିବା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଶେଷ ହୋଇଛି । ଚନ୍ଦ୍ରଗ୍ରହଣର 97 ପ୍ରତିଶତ ଖାଲି ଆଖିଲେ ଦେଖି ହୋଇ ପାରିଥିଲା । ନଭେମ୍ବର 19 (ଆଜି) ଅର୍ଥାତ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ଶୁକ୍ଲା ପକ୍ଷର ପୂର୍ଣ୍ଣିମା (କାର୍ତ୍ତିକ ପୂର୍ଣ୍ଣିମା) ଦିନ ଲାଗି ଥିବା ଏହି ଚନ୍ଦ୍ରଗ୍ରହଣର ସବିଶେଷ ତଥ୍ୟ, ପ୍ରଭାବ, ପାଳନ ଆଦି ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଆମେ ଦେଉଛୁ ଆପଣଙ୍କୁ । ଚନ୍ଦ୍ରଗ୍ରହଣ ବିଷୟରେ ଅଧିକ ଜାଣିବାକୁ ଯୋଡି ହୋଇ ରୁହନ୍ତୁ "ୱାନଇଣ୍ଡିଆ ଓଡିଆ" ସହ...

ଚନ୍ଦ୍ର ଲାଲ ହୋଇଗଲା, ଚନ୍ଦ୍ରଗ୍ରହଣର 97 ପ୍ରତିଶତ ଖାଲି ଆଖିଲେ ଦେଖି ହେଲା ।
Hello #LunarEclipse pic.twitter.com/BVujZaP3dS
— Trace ‘of crisp fall air’ Dominguez (@tracedominguez) November 19, 2021
ଚନ୍ଦ୍ରରେ ଲାଗିଛି ଗ୍ରହଣ ।
The Eclipse has started. Look up! #LunarEclipse pic.twitter.com/4EsqHIu3zD
— Andrew McCarthy (@AJamesMcCarthy) November 19, 2021
କେମିତି ଲାଗେ ଚନ୍ଦ୍ରରେ ଗ୍ରହଣ ?
ସୂର୍ଯ୍ୟର କକ୍ଷପଥରେ ଯେତେବେଳେ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ପୃଥିବୀ ଆସେ, ସେତେବେଳେ ଚନ୍ଦ୍ର ପୃଥିବୀର ଛାଇ ଦ୍ୱାରା ଲୁଚି ଯାଏ । ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ନିଜ କକ୍ଷପଥରେ ପରସ୍ପର ସହିତ ସମାନ ଥାଆନ୍ତି ସେତେବେଳେ ଏହା ସମ୍ଭବ ହୋଇଥାଏ । ଯେତେବେଳେ ପୂର୍ଣ୍ଣିମା ଦିନ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ, ସେତେବେଳେ ଏହାର ଛାୟା ଚନ୍ଦ୍ର ଉପରେ ପଡ଼େ । ଏହି କାରଣରୁ ଚନ୍ଦ୍ରର ଛାୟା ଅଂଶ ଅନ୍ଧାରରେ ରହିଥାଏ । ଏହି ପରିସ୍ଥିତିରେ, ଯେତେବେଳେ ଆମେ ପୃଥିବୀରୁ ଚନ୍ଦ୍ରକୁ ଦେଖିବା, ସେହି ଅଂଶଟି ଆମକୁ କଳା ଦେଖାଯାଏ । ସେଥିପାଇଁ ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications