ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମ କ୍ଷେତ୍ରରେ ମିଳିବ ସଫଳ
Love Horoscope, September: ସେପ୍ଟେମ୍ବର 13, 2024 ଶୁକ୍ରବାର ଦିନ ମେଷ ରାଶିର ବ୍ୟକ୍ତିଙ୍କୁ ପ୍ରେମ କ୍ଷେତ୍ରରେ ବିଫଳତା ମିଳିପାରେ ହେଲେ ମିଥୁନ ଏବଂ କୁମ୍ଭ ରାଶିଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି । ଚାଲନ୍ତୁ ଜାଣିବା ଶୁକ୍ରବାର ଦିନ ପ୍ରେମ ରାଶିଫଳ କହୁଛି ।
ମେଷ ରାଶି ରାଶିଫଳ- ସେପ୍ଟେମ୍ବର 13 ଶୁକ୍ରବାର ଦିନ ମେଷ ରାଶି ପାଇଁ କିଛି ଖାସ ଦିନ ରହିବ ନାହିଁ । କିଛି ସମସ୍ୟାକୁ ନିଜ ଜୀବନସାଥୀଙ୍କ ଝଗଡ଼ା ହୋଇପାରେ । ପରସ୍ପର ସମ୍ପର୍କକୁ ମଧୁର କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ସାଥୀଙ୍କ ସହିତ ସମୟ ବିତାନ୍ତୁ । ପ୍ରେମ ଦୃଷ୍ଟିରୁ, 13 ସେପ୍ଟେମ୍ବର ଶୁକ୍ରବାର ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆପଣଙ୍କ ଲକି ନମ୍ବର ହେଉଛି 8 ।

ବୃଷ ରାଶି ରାଶିଫଳ- ଶୁକ୍ରବାର ଦିନ ବୃଷ ରାଶି ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ନିଜ ସାଥୀଙ୍କ ସହ ବୁଲିବା ପାଇଁ ଯାଆନ୍ତୁ, ତାଙ୍କ ମନ ଜିଣିବା ପାଇଁ ଉପହାର ମଧ୍ୟ ଦେଇ ପାରିବେ । ଏପରିକି ଆପଣଙ୍କ ସାଥୀ ନିଜର ପ୍ରେମ ପ୍ରକାଶ କରିପାରନ୍ତି । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଶୁକ୍ରବାର ଦିନ ନୂଆ ପ୍ରସ୍ତାବ ଆସିପାରେ । ବିବାହିତ ଲୋକମାନେ ପିଲାମାନଙ୍କ ସହିତ ସମୟ ବିତାଇବା ପସନ୍ଦ କରିବେ । ତୁମର ଲକି ନମ୍ବର ହେଉଛି 2 ।
ମିଥୁନ ରାଶିଫଳ- ଯେଉଁମାନେ ସମ୍ପର୍କରେ ଅଛନ୍ତି ସେମାନେ ନିଜ ସାଥୀଙ୍କ ସହିତ ସେମାନଙ୍କର ସମ୍ପର୍କକୁ ଆହୁରି ବଜମୁତ କରିପାରିବେ । ଆପଣଙ୍କ ସାଥୀଙ୍କ ସହିତ ରୋମାନ୍ସ ଆଜିର ଦିନ ବେଶ୍ ଖାସ । ବିବାହିତ ଲୋକମାନେ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ତୁମର ଲକି ନମ୍ବ ହେଉଛି 9 ।
କର୍କଟ ରାଶିଫଳ - ଶୁକ୍ରର ଅବିବାହିତ ଲୋକଙ୍କ ସମ୍ପର୍କ ସ୍ଥିର ରହିବ । ବର୍ଷ ଶେଷ ସୁଦ୍ଧା ବିବାହ ହେବାର ସମ୍ଭାବନା ରହିଛି । ବିବାହିତ ଲୋକଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ହେବ । ଆପଣଙ୍କ ଲକି ନମ୍ବର ହେଉଛି 4 ।
ସିଂହ ରାଶିଫଳ- ବିବାହିତ ଲୋକଙ୍କୁ ସେମାନଙ୍କ ସମ୍ପର୍କ ସହିତ ଜଡିତ କୌଣସି ନିଷ୍ପତ୍ତି ଯତ୍ନର ସହ ନେବାକୁ ପଡିବ । ନିଜ ସାଥୀଙ୍କୁ ଖୁସି ରଖିବା ଉଚିତ୍ । ଯଦି ଆପଣଙ୍କ ସାଥୀ ସହିତ ଯୁକ୍ତିତର୍କ ହେଉଛି,ତେବେ ଶୀଘ୍ର ଏହାର ଅନ୍ତ କରନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିପାରେ । ତୁମର ଲକି ନମ୍ବର ହେଉଛି 1 ।
କନ୍ୟା ରାଶିଫଳ- ଏହି ସମୟରେ ଆପଣଙ୍କ ସାଥୀର ମନ ଭାବ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଖରାପ ମନୋଭାବ ଆପଣଙ୍କ ସମ୍ପର୍କ ସମାପ୍ତ କରିପାରେ । ଯଦି କୌଣସି ଜିନିଷ ଉପରେ ବିବାଦ ହେଉଛି ତେବେ ତୁରନ୍ତ ଏହାକ ସମାଧାନ କରନ୍ତୁ । ଆପଣଙ୍କ ଲକି ନମ୍ବର ହେଉଛି 3 ।
ତୁଳା ରାଶିଫଳ- ପ୍ରେମ ଜୀବନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କ ସାଥୀଙ୍କ ସହିତ ସମୟ ବିତାନ୍ତୁ । ପ୍ରେମ ଜୀବନରେ ଚାଲିଥିବା ପାର୍ଥକ୍ୟ ହ୍ରାସ ପାଇବ । ବିବାହିତ ଲୋକଙ୍କ ଜୀବନରେ ମଧ୍ୟ ସବୁକିଛି ଠିକ୍ ରହିବ । ଆପଣଙ୍କ ଲକି ନମ୍ବର ହେଉଛି 9 ।
ବିଛା ରାଶିଫଳ- ପ୍ରେମ ଦୃଷ୍ଟିରୁ ଶୁକ୍ରବାର ଆପଣଙ୍କ ପାଇଁ ଅନୁକୂଳ ନୁହେଁ । ସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ । କାର୍ଯ୍ୟ ହେତୁ ସାଥୀଙ୍କ ଠାରୁ ଦୂରରେ ରହିବା ପାଇଁ ପଡିପାରେ । ବିବାହିତ ଲୋକଙ୍କ ଜୀବନରେ ମଧ୍ୟ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ । ଲକି ନମ୍ବର 5 ।
ଧନୁ ରାଶିଫଳ- ଆଜି ଆପଣ ପତ୍ନୀଙ୍କ ସୁନ୍ଦର ସମୟ କାଟିବେ । ହଠାତ୍ କିଛି ଶୁଭ ଖବର ମିଳିପାରେ । ହେଲେ ନିଜ ଲୋକ ଆପଣଙ୍କୁ ହଇରାଣ କରିପାରନ୍ତି । ଲକି ନମ୍ବର 9 ।
ମକର ରାଶିଫଳ- ନିଜ ସମ୍ପର୍କକୁ ନେଇ ସତର୍କ ରହିବା ଆବଶ୍ୟକ । ତୁମର ସମ୍ପର୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ପ୍ରେବଶ କରିପାରନ୍ତି । କୌଣସି କଥାକୁ ନେଇ ଯୁକ୍ତି ହୋଇପାରେ । ତୁମର ଲକି ନମ୍ବର ହେଉଛି 10 ।
କୁମ୍ଭ ରାଶିଫଳ- କୁମ୍ଭ ରାଶିର ବ୍ୟକ୍ତିମାନେ ପ୍ରେମରେ ସଫଳତା ପାଇବେ । ପ୍ରେମ ସାଥୀଙ୍କ ସହ ଅଧିକ ସମୟ ବିତାଇବା ପାଇଁ ଚାହିଁବେ । ବିବାହିତ ଲୋକମାନେ ମଧ୍ୟ ଭଲ ଦିନ କାଟିବାକୁ ଯାଉଛନ୍ତି । ଆପଣଙ୍କ ଲକି ନମ୍ବର 22 ।
ମିନ ରାଶିଫଳ- ପ୍ରେମ ଦୃଷ୍ଟିରୁ ଆପଣଙ୍କ ପାଇଁ ଆଜିର ଦିନ ମିଶ୍ରିତ ରହିବ । ସାଥୀଙ୍କ ସହ ଝଗଡ଼ା ହୋଇପାରେ । କ୍ରୋଧ ସମ୍ପର୍କକୁ ନଷ୍ଟ କରିପାରେ । ଏପରି ସମୟରେ, ଆପଣଙ୍କ ସାଥୀକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତୁ । ଲକି ନମ୍ବର ହେଉଛି 2 ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍










Click it and Unblock the Notifications